ଦୁଇ ଜଣ ସନ୍ଦିଗ୍ଧ କୁ ପୋଲିସ ର ଜିମା ଦେଲେ ଚୈତନ୍ୟ ତାଣ୍ଡି

ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ : ନୂଆପଡା ଜିଲ୍ଲା ମିଶନ ଲୋହରାପାଲି ରାସ୍ତା ଫ୍ଲିପ ନିବାସ ପାଖରେ ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତି ଗେଟ ଖୋଲି ଜବରଦସ୍ତି ପଶି ଯାଇଥିଲେ । ପ୍ଲିପ ନିବାସ ରେ ଭଡା ରେ ରହୁଥିବା ଚୈତନ୍ୟ ତାଣ୍ଡି ଙ୍କୁ ନାଗପୁର ଅଶୋକ ନଗର ଠାରେ ଥିବା ଶ୍ରୀ…

ଖଡ଼ିଆଳ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ଵରୀ ଏବଂ ଗଡ଼ ରକ୍ଷକ ଦେବୀ ମାଁ ରକ୍ତମ୍ବରୀ ଙ୍କ ଖପର ଚୁପା ଯାତ୍ରା

ନୂଆପଡ଼ାରୁ ଯଶୋବନ୍ତ କୁମାର : ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ରାଜପରିବାର ଶକ୍ତି ର ଉପାସକ ଥିବା ବେଳେ ରାଜଦରବାରଙ୍କୁ ଘେରି ରହିଛନ୍ତି ମାଁ ସମଲେଶ୍ଵରୀ ଏବଂ ମାଁ ରକ୍ତମ୍ବରୀ। ରାଜପ୍ରଶାଦ ମଧ୍ୟରେ ପୂଜାପାଉଛନ୍ତି ପାଟଖଣ୍ଡା। ଆଶ୍ଵିନ ମାସ ପବିତ୍ର ବିଜୟା ଦଶମୀ ତିଥିରେ ମାଁ ଛତର ଦେହର…

ପାରଳାଖେମୁଣ୍ଡି ଠାରେ କୋଭିଡ୍ କଟକଣା ମଧ୍ୟରେ ଜଗତ ଜନନୀ ମା’ ଦୁର୍ଗାପୂଜା

https://youtu.be/AO-LCmjg2J4 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହରରେ ଜଗତ ଜନନୀ ଶାରଦୀୟ ମା ଦୁର୍ଗାଙ୍କ ପୂଜା କୋଭିଡ୍ କଟକଣା ମଧ୍ୟରେ ପାଳିତ ହେଉଛି ।ପାରଳା ସହରର ବିଭିନ୍ନ ଶକ୍ତିପୀଠ ଯଥା: ମା ମାଣିକେଶ୍ୱରୀ , ନିଲମ୍ମା ଠାକୁରାଣୀ , ମା କଦମ୍ବଖଣ୍ଡି ଓ…

ମନ୍ଦିର ନଗରୀ ଓ ଗୋଲାପୀ ସହର ମଧ୍ୟରେ ସିଧାସଳଖ ବିମାନ

ଭୁବନେଶ୍ୱର : ମନ୍ଦିର ନଗରୀ ଭୁବନେଶ୍ୱର ଓ ଗୋଲାପୀ ସହର ଜୟପୁର ମଧ୍ୟରେ ସିଧାସଳଖ ଇଣ୍ଡିଗୋର ବିମାନ ଚଳାଚଳ ଆସନ୍ତା ନଭେମ୍ବର ୨ ତାରିଖରୁ ଆରମ୍ଭ ହେବ | ଏଠି ପାଇଁ ଆବଶ୍ୟକ ଇନିସିଆଲ ଇନସେଣ୍ଟୀଭ ମଧ୍ୟ ଓଡିଶା ସରକାରଙ୍କ ପକ୍ଷରୁ ଏୟାରଲାଇନେ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇସାରିଛି ବୋଲି…

ଖରାପ ପୃଷ୍ଠପୋଷକତା: ସେପ୍ଟେମ୍ବର 22 ତାରିଖ ପର୍ଯ୍ୟନ୍ତ ଟ୍ରେନ ବାତିଲ

ଭୁବନେଶ୍ୱର : କୋଭିଡ୧୯ ମହାମାରୀ ସମୟରେ କେତେକ ଟ୍ରେନ ରେ ଖରାପ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି ନିମ୍ନରେ ଉଲ୍ଲେଖ କରାଯାଇଥିବା ସ୍ୱତନ୍ତ୍ର ଟ୍ରେନ୍ ବାତିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି | ଅକ୍ଟୋବର 22 ତାରିଖ ପର୍ଯ୍ୟନ୍ତ ବାତିଲ୍ ହେଉଥିବା ଟ୍ରେନ |A. 08438/08437 କଟକ-ଭଦ୍ରକ-କଟକ…

ରାଜବାଟୀ ଦୂର୍ଗା ଙ୍କ ଦରବାର ରେ ସମର୍ଦ୍ଧିତ ହେଲେ ଦମ୍ପତି ।

ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ପଦ୍ମପୁର ରାଜବାଟୀ ଦୂର୍ଗାପୂଜା ମହାଦଶମୀ ର ରଣଜିତା ପର୍ବ ଅବସରରେ ସାର୍ବଜନୀନ ଦୂର୍ଗାପୂଜା କମିଟି ଓ ପଦ୍ମପୁର ନଗରବାସୀ ଙ୍କ ତରଫରୁ ବିଶିଷ୍ଟ ଶିଳ୍ପପତି ସ୍ବର୍ଗତ ଲଷ୍ମୀନାରାୟନ ଅଗ୍ରୱାଲଙ୍କ ସୁପୁତ୍ର ଅମରଦୀପ ଅଗ୍ରୱାଲ ଓ ପୁତ୍ରବଧୁ…

ପତ୍ରିକା ଏଇ ସହକାରର ପୂଜା ସଂଖ୍ୟା ଉନ୍ମୋଚିତ

ମାନସିଂହ ସାହିତ୍ୟ ସଂସଦ ନନ୍ଦଳା, ପୁରୀ ଦ୍ୱାରା ପ୍ରସ୍ତୁତ ଇ ପତ୍ରିକା ଏଇ ସହକାର ଶାରଦୀୟ ବିଶେଷାଙ୍କ ବିଜୟା ଦଶମୀ ଅବସରରେ ଉନ୍ମୋଚିତ ହୋଇ ସାରିଛି । ଶ୍ରୀଯୁକ୍ତ ବିଷ୍ଣୁପ୍ରସାଦ ଦଳେଇଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଭରଚୁଆଲ ବୈଠକରେ ସୁସାହିତ୍ୟିକା ତଥା ଅଧ୍ୟକ୍ଷା ଡ଼ଃ ସରୋଜିନୀ ବରାଇ…

ଖଡ଼ିଆଳ ସ୍ଥିତ ଧର୍ମେଷ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଦାଣ୍ଡିଆ ନାଇଟ

ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଧର୍ମେଷ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଦାଣ୍ଡିଆ ନାଇଟ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାରର ପୋଷାକ ପରିଧାନ କରି ଦାଣ୍ଡିଆ ବା ଗର୍ବlନୃତ୍ୟ ପ୍ରଦର୍ଶନ କରିଥିଲେ l ଏହି…

ପଦ୍ମଶ୍ରୀ ହରିପାଲଙ୍କୁ ଭେଟିଲେ ଲେଦାର ସମ୍ପାଦକ

ପଦ୍ମପୁର(ଶାସକପ୍ରଶାସକ)-ଜୀବନ ଯୈାବନ ଏକ ପାଣି ଫୋଟକା ମାତ୍ର lକେତେବେଳେ ଫୋଟକା ଟି ମିଳେଇ ଯିବ ତାହା ଠାକୁର ଙ୍କୁ ହିଁ ଜଣା lଆମ ଅଞ୍ଚଳ ର ସମ୍ବଲପୁରୀ ଭାଷା ର ପ୍ରସାର ଓ ପ୍ରଚାର କୁ ବିଶ୍ୱଦରବାର ରେ ପହଞ୍ଚାଇଥିବା ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ କୁ କିଏ ବା ନ ଜାଣେ lସେ ଜଣେ…

କାହାପାଇଁ ଯିଏ ଗୁଳି ଖାଏ , ଏମିତି ବେଳେବେଳେ ଅଘଟଣ ହୁଏ

ଖୋର୍ଦ୍ଧା।/ରବି ନାରାୟଣ ସାହୁ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ସଦର ମହକୁମାର ନୂଆସାହି ନିକଟରେ ଆଜି ଅପରାହ୍ନରେ ପାରିବାରିକ ଗଣ୍ଡଗୋଳକୁ ନେଇ ଗୁଳିକାଣ୍ଡ ଘଟିଛି । ନୟାଗଡ଼ ଜିଲ୍ଲା ଓଡ଼ଗାଁର ବିଭୂତି ଭୂଷଣ ଜେନା ବେଗୁନିଆ ନୂଆସାହିର ଆଦିତ୍ୟ ରଥଙ୍କ ଘରେ ଭଡାରେ ରହି ମିସ୍ତ୍ରୀ କାମ କରୁଥିଲେ ।…