କଂଗ୍ରେସରେ ସେବାର ସୁଯୋଗ ନାହିଁ :ସେବା କରିବାକୁ କଂଗ୍ରେସ ଛାଡିଲେ ପ୍ରଦୀପ

ରାଜ୍ୟ କଂଗ୍ରେସକୁ ବଡ଼ ଝଟକା; କଂଗ୍ରେସ ଛାଡିଲେ ପ୍ରଦୀପ ମାଝୀ ଭୂବନେଶ୍ବର: ରାଜ୍ୟ କଂଗ୍ରେସକୁ ଲାଗିଛି ବଡ଼ ଝଟକା । ଯୁବ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଶୁକ୍ରବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ପାର୍ଟି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପଠାଇଛନ୍ତି ।…

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକାଦଶ ଶ୍ରେଣୀର ନୂତନ ଛାତ୍ରୀ ମାନଙ୍କୁ ଅଭିନନ୍ଦନ ସମାହାର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁବାର ଦିନ ଏକାଦଶ ଶ୍ରେଣୀର ବିଜ୍ଞାନ , କଳା ଓ ଭୋକାସେନାଲର ଛାତ୍ରୀ ମାନଙ୍କୁ ସ୍ୱାଗତ ଉତ୍ସବ ପାଳନ କରି , କରୋନା କଟକଣା ଓ ସ୍ୱଚ୍ଛତା ରକ୍ଷା କରି ,…

ଟିକିରିରେ ଜହ୍ନି ଓଷା ଉଦଯାପିତ

ଟିକିରି ରୁ ବୈକୁଣ୍ଠ ଦୁରିଆ ;ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ବିଭିନ୍ନ ଗ୍ରାମରେ ଜହ୍ନି ଓଷା ଉଦଯାପିତ ହୋଇଛି । ସେହି ପରି ଟିକିରି ର ବେହେରା ସାହି ,ଗୋଉଡ ସାହି, ଦୁଡୁକାବାହଲ, କୁମାର ପୂର୍ଣ୍ଣମୀ ପୂଜା ପାଳିତ ହୋଇ ଯାଇଛି | ଆଶ୍ଵିନ ମାସ ପୂଣ୍ଣମା ତିଥିରେ କୁମାରୀ ମାନଙ୍କ ପାଇଁ ବଡ…

ଟି.ଗଣ୍ଡପାଲି ଠାରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ।

ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଟି.ଗଣ୍ଡପାଲି ଠାରେ ଜୟଭାରତ ଆଇକନ ହେଲଥକେୟାର ଅନୁଷ୍ଠାନ ତରଫରୁ ଏକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ସ୍ଥାନୀୟ ସରପଞ୍ଚ ପ୍ରଭାତି ମେହେର ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ…

ଲତାବାଞ୍ଜି ଜଙ୍ଗଲରେ ବଣୁଆ ହାତୀ ପଲ

ନୂଆପଡ଼ା ରୁ ଯଶୋବନ୍ତ କୁମାର: ଲତାବାଞ୍ଜି ଜଙ୍ଗଲରେ ବଣୁଆ ହାତୀ ପଲ ଦେଖିବାକୁ ମିଳିଛି | ଏହି ହାତୀ ଦଳରେ ୧୬ ଜଣ ଛୋଟ ଏବଂ ବଡ଼ ହାତୀ ଥିବା ବେଳେ ୩୫୩ ନଂମ୍ବର ରାଜପଥ ଅତିକ୍ରମ କରୁଥିବା ଦେଖିବାକୁ ମିଳିଥିଲା | ବର୍ତ୍ତମାନ ଝିଙ୍କରୀପାଳିରେ ହାତୀ ପଲ ରହିଥିବା ଅନୁମାନ କରାଯାଉଛି | ବନ…

ମମିତା ମେହେର ମୃତ୍ୟୁ ଘଟଣାରେ କେଗାଁ ଥାନା ଆଇଆଇସି ଡମୁ ପରିଜା ନିଲମ୍ବିତ

ବଲାଙ୍ଗୀର/ ନିରୋଜ ମିଶ୍ର: ବଲାଙ୍ଗୀର ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁ ଘଟଣାରେ କେଗାଁ ଥାନା ଆଇଆଇସି ଡମୁ ପରିଜା ନିଲମ୍ବିତ ହୋଇଛନ୍ତି। ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଆଇଆଇସି ଡମୁ…

କଣ୍ଟିଗଡିଆ ଓ ଗୋପାଳପୁର ଗ୍ରାମରେ ଶ୍ରମିକ ସଚେତନତା କାର୍ଯ୍ୟକ୍ରମ

ଧର୍ମଶାଳା /ପ୍ରଫୁଲ୍ଲ କୁମାର ସାହୁ : ଧର୍ମଶାଳା ବ୍ଲକ ଅନ୍ତର୍ଗତ କଣ୍ଟିଗଡିଆ ଓ ଗୋପାଳପୁର ଗ୍ରାମରେ ଦୁଇ ଦିନିଆ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରାଷ୍ଟ୍ରୀୟ ଶ୍ରମିକ ଶିକ୍ଷା ଏବଂ ବିକାଶ ବୋର୍ଡ , ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ,…

ଉତ୍କଳ ଯାଦବ ମହାସଭାର ଜୋନ ସ୍ତରୀୟ ବୈଠକ

ଧର୍ମଶାଳା/ ପ୍ରଫୁଲ୍ଲ କୁମାର ସାହୁ  : ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗାନ୍ଧୀଛକ ଠାରେ ବଡଚଣା ବ୍ଲକ ଉତ୍କଳ ଯାଦବ ମହାସଭାର ଜୋନ ସ୍ତରୀୟ ବୈଠକ ଓ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ସଭାପତି ଧୁଳେଶ୍ବର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଡଚଣା ବ୍ଲକର…

୭ ଜଣ ଦାଦନ ଶ୍ରମିକ ଉଦ୍ଧାର:ଜଣେ ଗିରଫ, ଅଟୋ ଜବତ

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ) ଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡକୁ ଦାଦନ ଗଡ କହିଲେ ଭୁଲ ହେବ ନାହିଁ। କାରଣ ଏହି ଅଞ୍ଚଳରୁ ପ୍ରତି ବର୍ଷ ହଜାର ହଜାର ସଂଖ୍ୟାର ଲୋକ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଆନ୍ତି !ରାଜ୍ୟ ସରକାର ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏଦିଗରେ…

ମମିତା ମେହେର ହତ୍ୟା ମାମଲାରେ ଗୋବିନ୍ଦଙ୍କ ଡ୍ରାଇଭର ରାଧେ ଗିରଫ

 ଜେସିବି ଡ୍ରାଇଭର ଓ ରାତ୍ର ଜଗୁଆଳୀ ରାଜ ସାକ୍ଷୀ ମହାଲିଙ୍ଗ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ କର୍ମଚାରୀ ତଥା ତାଙ୍କ ଡ୍ରାଇଭର ରାଧେ ଗିରଫ ହୋଇଥିବା ସୂଚନା ମିଳିଛି । ରାଧେଙ୍କୁ ଗିରଫ କରି କୋର୍ଟ ଚଲାଣ କରିଛି…