ବେଲପଡ଼ା;ପାଞ୍ଚ ଲକ୍ଷ ଟଙ୍କାର ସୁନା ଗହଣା ଚୋରି ହୋଇଥିବା ଅଭିଯୋଗ
ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ)ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଧୁମାଭଟା ଗ୍ରାମର ପଦ୍ମାଳୟା ଜ୍ବେଲର୍ସରୁ ଚୋରି ହୋଇଥିବା ଇତିମଧ୍ୟରେ ବେଲପଡ଼ା ଥାନାରେ ଅଭିଯୋଗ ହୋଇଛି!ପ୍ରକାଶ ଥାଉକି, ଗତକାଲି ମଙ୍ଗଳବାର ବିଳମ୍ବିତ ରାତିରେ ଧୁମାଭଟା ଗାଁର ଆଦିତ୍ୟ କୁମାର ଵୁଡେକ ପିତା ଗୌରାଙ୍ଗ ବୁଡେକ ନିଜ…