ଓଜେୟୁ ପୁରୀ ଶାଖା ପକ୍ଷରୁ ସାମ୍ବାଦିକ ସ୍ୱର୍ଗତ ରୋହିତ ବିଶ୍ୱାଳ ଓ ସୁର ସାମ୍ରାଜ୍ଞୀ ଲାତା ମଙ୍ଗେସକରଙ୍କୁ…
ପୁରୀ/ଅନିମେଶ ପଟ୍ଟନାୟକ,: ସାମ୍ବାଦିକ ତଥା ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ)ର ସଦସ୍ୟ ସ୍ୱର୍ଗତ ରୋହିତ ବିଶ୍ୱାଳଙ୍କୁ ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଅନୁରୁପ ଭାବେ ସୁର ସାମ୍ରାଜ୍ଞୀ ସ୍ୱର୍ଗତ ଲତା ମଙ୍ଗେସକରଙ୍କୁ ମଧ୍ୟ ସିଂହଦ୍ୱାର ଠାରେ…