ପଲ୍ଲୀ ସଂସ୍କୃତିକଳା ପରିଷଦ ଗୃହରେ ଚିଲିକା ବିଧାୟକ ଓ ବିଜେପି ନେତାଙ୍କ ମଧ୍ୟରେ ବଚସା
ଖୋର୍ଦ୍ଧା (ସେକ କୌଶର ) ବାଣପୁର ଥାନା ଅଧିନସ୍ଥ ଗମ୍ଭାରୀମୁଣ୍ଡା ବଜାର ସ୍ଥିତ ପଲ୍ଲୀ ସଂସ୍କୃତି ପରିଷଦ ଗୃହଟି ସ୍ଥାନୀୟ ଅଞ୍ଚଳର ପାଠଗାର ହିସାବରେ କାର୍ଯ୍ୟକାରୀ ହୋଇଥାଏ ।ଆଜି ସକାଳେ ଏହି ଗୃହରେ କିଛି ବିଜେପି ପତାକା ଥିବାର ଖବର ପାଇ ବିଧାୟକ ପ୍ରଶାନ୍ତ ଜଗଦେଵ ନିଜ କର୍ମୀ ମାନଙ୍କୁ ନେଇ…