ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା-:ଆହ୍ୱାନଗୁଡ଼ିକୁ ସମ୍ପର୍କରେ ସରକାର ସଚେତନ, ଯଥା ସମ୍ଭବ ସମାଧାନ ପାଇଁ ଯତ୍ନବାନ :…
ପରୀକ୍ଷା ପରିଚାଳନା ସମ୍ପର୍କରେ ଅଂଶୀଦାର ମାନଙ୍କ ହେବ ସବିଶେଷ ତର୍ଜ୍ଜମା
ଭୁବନେଶ୍ୱର : (ଶାସକ ପ୍ରଶାସକ): ରାଜ୍ୟରେ ଚଳିତ ଫେବୃଆରୀ ୭ ତାରିଖଠାରୁ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ନିମନ୍ତେ ବିଦ୍ୟାଳୟ ଖୋଲିବା ସହ ଅଫଲାଇନ /ଅନଲାଇନ /ହାଇବ୍ରିଡ଼ ମୋଡରେ ଶିକ୍ଷାଦାନ…