ଦିବଂଗତ ୱିଙ୍ଗ କମାଣ୍ଡର କିରଣ ଶଙ୍କର ସାହୁଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

କେନ୍ଦୁଝର / ସିଦ୍ଧେଶ୍ୱର ସାହୁ : କେନ୍ଦୁଝର ସହିଦ ଭବନ ଠାରେ ଦିବଂଗତ ୱିଙ୍ଗ କମାଣ୍ଡର କିରଣ ଶଙ୍କର ସାହୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ବର୍ଗର ଲୋକେ ଯୋଗ ଦେଇ ୱିଙ୍ଗ କମାଣ୍ଡରଙ୍କ ସ୍ମୃତି ଚାରଣ କରି ଥିଲେ । ଏହାପରେ କେନ୍ଦୁଝର…

ବିଜେଡିର ବିଳମ୍ବିତ ପ୍ରଚାରକୁ କଂଗ୍ରେସର ବିରୋଧ ।

ଉମରକୋଟ/ଜିତେନ୍ଦ୍ର ମହାନ୍ତି : ବିଳମ୍ବିତ ପ୍ରଚାରକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ କଂଗ୍ରେସ | ଉଭୟ କଂଗ୍ରେସ ଏବଂ ବିଜେଡି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଅଂଚଳରେ ।ସୂଚନା ଅନୁଯାୟୀ ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ…

ଠିକାଦାର ର ମନୋମୁଖୀ କାର୍ଯ୍ୟ ପାଇଁ ଧାରଣାରେ ବସିଲେ ଶ୍ରମିକ

ରବି ନାରାୟଣ ସାହୁ ଙ୍କ ରିପୋର୍ଟ(ଖୋର୍ଦ୍ଧା)-ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଦିନକୁ ଦିନ କାରଖାନା ପ୍ରତିଷ୍ଠା ହେଉଥିବା ବେଳେ ଠିକାଦାର ମାନଙ୍କ ଦ୍ୱାରା ଶ୍ରମିକ ଶୋଷଣ ବ୍ୟାପକ ଭାବେ ଜାରି ରହିଛି | ନିରୀହ ଶ୍ରମିକ ମାନେ ଆକ୍ରୋଶ ର ଶିକାର ହେଉଛନ୍ତି।ଏମିତି ଏକ ଦୁଖଦ ଘଟଣା ଘଟିଛି (united…

ଗିତୀନାଟ୍ୟ କଳାକାର ତଥା ସମାଜସେବୀ ଦୁର୍ଯ୍ୟୋଧନ ସ୍ୱାଇଁଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ

ନିଶ୍ଚିନ୍ତକୋଇଲି/ଦେବେନ୍ଦ୍ର ଷଢଙ୍ଗି - ନିଶ୍ଚିନ୍ତକୋଇଲି ବ୍ଲକ ବଡ଼କ୍ଷୀର ଗ୍ରାମ ପଂଚାୟତର ଗିତୀନାଟ୍ୟ କଳାକାର ତଥା ସମାଜସେବୀ ଦୁର୍ଯ୍ୟୋଧନ ସ୍ୱାଇଁଙ୍କ ୯୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ସନାତନ ଜଣେ ମିଷ୍ଟଭାଷୀ, ସମାଜସେବୀ, ଆଧ୍ୟାତ୍ମିକବାଦୀ, କଳାକାର ଓ ପରୋପକାରୀ ଭାବେ…

୨୪ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ବିପ୍ଳବକିଶୋର କାପଙ୍କ ମାରାଥନ୍ ପ୍ରଚାର

ନିଶ୍ଚିନ୍ତକୋଇଲି//ଦେବେନ୍ଦ୍ର ଷଢଙ୍ଗି : ରାଜ୍ୟ ସୁନାମଧନ୍ୟ ପ ।ୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦୃଢ ସମର୍ଥନରେ ନିଶ୍ଚିନ୍ତକୋଇଲି ବ୍ଲକ ୨୪ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ଭାବେ ଯୁବନେତା ଆର.କେ.ବିପ୍ଳବକିଶୋର କାପଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଟିକେଟ୍ ପ୍ରଦାନ କରାଯାଇଛି । ଆଗାମୀ…

ନିର୍ବାଚନୀ ସଭାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଯୋଗଦାନ : ଗ୍ରାମ ପଞ୍ଚାୟତ ର ବିକାଶ ଆମର ଲକ୍ଷ୍ୟ ।

ମାହାଙ୍ଗା/ଦେବେନ୍ଦ୍ର ଷଢଙ୍ଗି:ଗୁରୁବାର ସନ୍ଧ୍ୟାରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଚାଳିଶ ନମ୍ବର ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତରେ ଜିଲାପରିଷଦ ପ୍ରାର୍ଥୀ ସୁସ୍ମିତା ଦାସଙ୍କ ପାଇଁ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଭୋଟ ପ୍ରଚାର କରିଥିଲେ ! ସ୍ୱୟଂ ସହାୟକ ଗୋଷ୍ଠୀର…

ବିଜେପି କର୍ମୀଙ୍କ ବିଜେଡି ରେ ଯୋଗଦାନ ।

ମାହାଙ୍ଗା/ଦେବେନ୍ଦ୍ର ଷଢଙ୍ଗି:- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ, ନିର୍ମଳ ଶାସନ ଏବଂ ରାଜ୍ୟ ପଂଚାୟତିରାଜ,ଆଇନ, ପାନୀୟଜଳ, ନଗର ଉନ୍ନୟନ ଓ ଗୃହନିର୍ମାଣ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ମାହାଙ୍ଗା ବ୍ଲକ ଚାହାପଡା ଗ୍ରାମପଂଚାୟତର ବହୁ ବିଜେପି…

ତାମିଲନାଡୁରୁ ଓଡ଼ିଶା ଫେରିଲା ପୂର୍ଣ୍ଣଚନ୍ଦ୍ରଙ୍କର ପାର୍ଥିବଶରୀର

ସାହା ହେଲା ଓଡ଼ିଶା ମୋ ପରିବାର ଭୁବନେଶ୍ବର: ସ୍ଵର୍ଗତଃ ପୂର୍ଣ୍ଣଚନ୍ଦ୍ରଙ୍କର ପାର୍ଥିବଶରୀରକୁ ଶେଷକୃତ୍ୟ ସମ୍ପନ୍ନ ନିମନ୍ତେ ନିଜ ଗ୍ରାମକୁ ପଠାଇଲା ଓଡ଼ିଶା ମୋ ପରିବାର | ସୂଚନାଯୋଗ୍ୟ ଯାଜପୁର ଜିଲ୍ଲା ହଳଦୀବସନ୍ତ ଗ୍ରାମର ୫୨ବର୍ଷିୟ ପୂର୍ଣ୍ଣଚନ୍ଦ୍ର ବେହେରା ତାମିଲନାଡୁର କୋଏମ୍ବଟୁର ସହରରେ…

ଦୀର୍ଘଦିନର ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଲା କୁନିଝିଅ ଜାହ୍ନବୀ

ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର ଭୁବନେଶ୍ବର : :ରାଉରକେଲା ସହରର ବାସିନ୍ଦା ତ୍ରିନାଥ ଓରାମଙ୍କର ୩ବର୍ଷିୟ ଝିଅ ଜାହ୍ନବୀ ଓରାମ ବାଲ୍ୟାବସ୍ଥାରୁ ବିରଳ ରୋଗରେ ପୀଡ଼ିତ । ଅମ୍ଳଜାନ ସ୍ତର ବାରମ୍ବାର ହ୍ରାସ ପାଇଲେ ଝିଅଟି ନିଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ କରୁଥିଲା । ବାପା…

ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ରାପଡାରେ ବିଶାଳ ଭର୍ଚୁଆଲ ରାଲି

ମୋଦି ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବାକୁ ବୈଜୟନ୍ତ ପଣ୍ଡାଙ୍କ ଆହ୍ବାନ ଭୁବନେଶ୍ବର/କେନ୍ଦ୍ରାପଡା- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ ସଭାପତି କିଶୋର ପଣ୍ଡାଙ୍କ ଅଧକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିବା ଏକ…