ଫିଲ୍ମ ଷ୍ଟାଇଲରେ ଗଂଜେଇ ଚାଲାଣ
ପଦ୍ମପୁର: ଗୋଟିଏ ଟ୍ରକରେ ପୁଷ୍ପା ଫିଲ୍ମ ଷ୍ଟାଇଲରେ ଗଂଜେଇ ଚାଲାଣ ହେଉଥିବା ସମୟରେ ଜବତ କରିଛି ପଦ୍ମପୁର ଅବକାରୀ ବିଭାଗ । ଏକ ବାର ଚକିଆ ଟ୍ରକରେ ଉପରକୁ କବାଡି ସାମଗ୍ରୀ ଭଳି ବୁଢ଼ାପଟା ଲଦା ହେଇଥିବା ବେଳେ ଟ୍ରଲି ଭିତରେ 4 ଟି ବସ୍ତାରେ ପାଖାପାଖି 200 କିଲୋ ଗଂଜେଇ ଲୁଚାଇ ରଖାଯାଇଥିଲା,…