ମୋହନାରେ ଶେଷ ଦିନରେ ତିନି ଦଳର ଦମଦାର ପ୍ରଚାର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ମୋହନା ବ୍ଳକରେ ରହିଛି ୩ଟି ଜିଲ୍ଲା ପରିଷଦ ଆସନ । ୨୦୧୭ ନିର୍ବାଚନରେ ୮ ନମ୍ବର ଅଡବା ଜୋନରେ କଂଗ୍ରେସ ବିଜୟୀ ହୋଇଥିବା ବେଳେ ୯ ନମ୍ବର ମୋହନା ଜୋନରେ ବିଜେପି ଦଳରୁ ଅନିତାରାଣୀ ବେହେରା ଓ ୧୦ ନମ୍ବର…

୮୦ ପ୍ରତିଶତ ଆକ୍ରାନ୍ତ ଶିଶୁ କ୍ୟାନସରରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବେ

ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ଆନ୍ତର୍ଜାତିକ ଶିଶୁ କର୍କଟ ଦିବସ ପାଳିତ ଭୁବନେଶ୍ୱର: ପୃଥିବୀରେ କ୍ୟାନ୍ସର ଭଳି ଦୁଃସାଧ୍ୟ ରୋଗରେ ଆକ୍ରାନ୍ତ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବେ । ଆଗୁଆ ରୋଗର ଚିହ୍ନଟ, ଉପଯୁକ୍ତ ଚିକିତ୍ସା ଓ ଯତ୍ନ ଫଳରେ ଏଭଳି ଦୁଃସାଧ୍ୟ ରୋଗକୁ କୁନି କୁନି ଶିଶୁ…

ସରପଞ୍ଚ ପ୍ରାର୍ଥୀ ଙ୍କ ହୃଦଘାତ ରେ ମୃତ୍ୟୁ

ପଦ୍ମପୁର-ଶାସକ ପ୍ରଶାସକ-ଜଣେ ସରପଂଚ ପ୍ରାର୍ଥୀଙ୍କ ଆକସ୍ମିକ ଦେହାନ୍ତ ସୂଚନା ମିଳିଛି । ଆସନ୍ତା କାଲି ମତଦାନ ଥିବା ବେଳେ ମତଦାନକୁ ସ୍ଥଗିତ ରଖିବା ପାଇଁ ବିଜ୍ଞପ୍ତି ଜାରି ହୋଇଥିବା ଜଣାପଡ଼ିଛି । ବରଗଡ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀର କେଲେଣ୍ଡାପାଲି ସରପଂଚ ପ୍ରାର୍ଥୀ ସରୋଜ ସେଠଙ୍କ…

ଆସନ୍ତା କାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ

ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ: ନିର୍ବାଚନ ଜିତିବା ଆଶାରେ ସମସ୍ତ ପ୍ରାର୍ଥୀ ବରଗଡ଼ :- ଆସନ୍ତା କାଲି ଅର୍ଥାତ ବୁଧବାର ଷୋହଳ ତାରିଖ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ର ପ୍ରଥମ ପର୍ଯ୍ୟାୟ । ଇତି ମଧ୍ୟରେ ବରଗଡ଼ ଜିଲ୍ଲାର ଝାରବନ୍ଧ, ପାଇକମାଲ, ଭଟଲି ଓ ଅମ୍ବାଭନା ବ୍ଲକରେ ସୋମବାର ସନ୍ଧ୍ୟାରେ…

କୋଭିଡରେ ମୃତ୍ୟୁବରଣ କରିଥିବା ସାମ୍ବାଦିକା ସବନମ୍ ସିରିନଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ 15 ଲକ୍ଷ ଟଙ୍କାର…

ଭୁବନେଶ୍ୱର :କୋଭିଡରେ ପ୍ରାଣ ହରାଇଥିବା ନ୍ୟୁଜ୍-7ର କାର୍ଯ୍ୟକ୍ରମ ବ୍ୟବସ୍ଥାପିକା ତଥା ସାମ୍ବାଦିକା ସ୍ୱର୍ଗୀୟା ସବନମ୍ ସିରିନ୍ ଙ୍କ ପରିବାରକୁ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର 15 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସୂଚନା ଓ…

ଟିକସ ଫାଙ୍କିବା ଅଭିଯୋଗ : ଗୋୟଲ ଟ୍ରେଡ଼ର୍ସକୁ ୩୫ ଲକ୍ଷ ଟଙ୍କା ଫାଇନ ।

ପଦ୍ମପୁର(ଶାସକ ପ୍ରଶାସକ)-ମହଙ୍ଗା ପଡିଛି ଟିକସ ଫାଙ୍କିବା । ପଦ୍ମପୁର ସହରର ପଦ୍ମପୁର ବସନା ରୋଡ଼ଠାରେ ଥିବା ଥିବା ଗିରିଧାରୀ ଅଗ୍ରୱାଲଙ୍କ ଗୋୟଲ ଟ୍ରେଡ଼ର୍ସ ଉପରେ ଟିକସ ଫାଙ୍କିବା ଅଭିଯୋଗରେ ସିଟି ଓ ଜିଏସଟି ଡେପୁଟି କମିସନର ରଜନୀକାନ୍ତ ସେଠଙ୍କ ନେତୄତ୍ବରେ ଗତ ଫେବୃଆରୀ ୦୪ ତାରିଖ ଦିନ…

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି: ଆଉ ୫ ଜଣ ଅଧିକାରୀଙ୍କୁ…

ପୋଲିସ ଡି.ଏସ୍.ପି, ଓଏଏସ୍ ଅଫିସର, ପୋଲିସ ଇନ୍ସପେକ୍ଟର ଓ ୨ ଜଣ ମ୍ୟୁନିସିପାଲଟି ଏକ୍ଜିକ୍ୟୁଟିଭ ଅଫିସର ଅନ୍ତର୍ଭୁକ୍ତ ଏପର୍ଯ୍ୟନ୍ତ ୧୫୧ ଅଧିକାରୀଙ୍କ ଉପରେ ହେଲାଣି କାର୍ଯ୍ୟାନୁଷ୍ଠାନ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ…

ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କ ନବରଙ୍ଗପୁର ଡାବୁଗାଁ ପୈତୃକଘରେ ଚଢ଼ାଉ

ଉମରକୋଟ/ଜିତେନ୍ଦ୍ର ମହାନ୍ତି : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଏକକାଳୀନ ୧୧ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । ପୋଲିସ କମ୍ୟୁନିକେସନୁ ଅତିରିକ୍ତ sp ହେଉଛନ୍ତି ତ୍ରିନାଥ ମିଶ୍ର । କଟକ,…

ବଡ଼ଚଣା : ନିର୍ବାଚନ ପ୍ରଚାର ନିୟମ ବାଟବଣା

ସାଧାରଣ ଜନତା ହନ୍ତସନ୍ତ : ଶବ୍ଦ ପ୍ରଦୂଷଣ, ପ୍ରଶାସନ ନିରବ ଦ୍ରଷ୍ଟା ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନପାଇଁ ଏବେ ଦ୍ରୁତ ଗତିରେ ଚାଲିଛି ପ୍ରଚାର | ସମସ୍ତ ରାଜନୈତିକ ଦଳ ଲାଗି ପଡିଛନ୍ତି ନିଜ ନିଜର ନିର୍ବାଚନ ପ୍ରଚାରରେ | ପ୍ରଚାର ଗାଡି ମାଳ ମାଳ, ମାଇକ…

ବଇଦପାଲିରେ ନିଆଁ ନିରାକରଣ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ।

ପଦ୍ମପୁର(ଶାସକପ୍ରଶାସକ)- ଘେଁସ ବନାଂଚଳ ଝାଞ୍ଜ ପାହାଡ ପାଦଦେଶରେ ଥିବା ବଇଦପାଲି ଗ୍ରାମରେ ଜଙ୍ଗଲରେ ନିଆଁ ନିାରାକରଣ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା।ଆମ ଜଙ୍ଗଲ ଯୋଜନା ପ୍ରକଳ୍ପ ଅଧିକାରୀ ନବକିଶୋର ପ୍ରଧାନ,ବନରକ୍ଷୀ ନିଳୀମା କୁମ୍ଭାର,ପାରା ଷ୍ଟାଫ ଗୁଲଠୁ ରାମ ପ୍ରଧାନ ଯୋଗଦାନ କରି…