ଓଡ଼ିଶାରେ ରିଜେନେରେଟିଭ୍ ମେଡିସିନ୍ କେନ୍ଦ୍ର ଖୋଲିବା ନେଇ ଆୟର୍ଲ୍ୟାଣ୍ଡର ଡାକ୍ତର ଆଗ୍ରହୀ

ଭୁବନେଶ୍ୱର: କ୍ୟାନ୍ସର ବ୍ୟତୀତ ଅନେକ ରୋଗର ଅତ୍ୟାଧୁନିକ ଚିକିତ୍ସା ପ୍ରଦାନ ନିମନ୍ତେ ଓଡ଼ିଶାରେ ଏକ ରିଜେନେରେଟିଭ୍ ମେଡିସିନ୍ ସେଂଟର ଆରମ୍ଭ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି ଆୟର୍ଲ୍ୟାଣ୍ଡରେ ଅବସ୍ଥାପିତ ବିଶିଷ୍ଟ ଗ୍ୟାଷ୍ଟେ୍ରାଏନ୍ଟେରୋଲୋଜିଷ୍ଟ ପ୍ରଫେସର ଦିଲ୍ଲୀପ ମହାପାତ୍ର…

ଭାରତର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ବିଶ୍ୱ ପାଇଁ ଉଦାହରଣ: ବିଶୋ ପାରାଜୁଲି

କିଟ୍‍ ବିଶ୍ୱବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱର: ଭାରତର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ବିଶ୍ୱ ପାଇଁ ଉଦାହରଣ ବୋଲି ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରତିନିଧି ତଥା ଭାରତ ମୁଖ୍ୟ ବିଶୋ ପାରାଜୁଲି କହିଛନ୍ତି । ବୁଧବାର କିଟ୍‍ ବିଶ୍ୱବିଦ୍ୟାଳୟ ୧୮ତମ ପ୍ରତିଷ୍ଠା ଦିବସ…

“ନିଶ୍ଚିତ ପରାଜୟ ଆଶଙ୍କାରେ ବିଜେପି ହିଂସ୍ର ହୋଇପଡିଛି”

ଭୁବନେଶ୍ୱର: ନିଶ୍ଚିତ ପରାଜୟ ଆଶଙ୍କାରେ ବିଜେପି ହିଂସ୍ର ହୋଇପଡିଛି | ପ୍ରତିହିଂସା ପରାୟଣ ହୋଇ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେଡି ନେତା ଓ ସମର୍ଥକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି ବିଜେପି ନେତା ଓ କର୍ମୀ | ତେଣୁ ସେମାନଙ୍କ ବିରୋଧରେ କଠୋର…

ମହା ବିନାୟକ ପୀଠ ଖାଁ ଖାଁ : ଆଗ ଭଳି ନାହିଁ ଭକତ ଗହଳି

ଯାଜପୁର ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ : ପ୍ରସିଦ୍ଧ କ୍ଷେତ୍ର ବାବା ମହାବିନାୟକ ପୀଠ ଇଏ ଏମିତି ଏକ ପୀଠ ଯେଉଁଠି ଗୋଟିଏ ଶକ୍ତି ଉପରେ ପାଞ୍ଚ ଜଣ ଦେବତା ପୂଜା ପାଉଛନ୍ତି ଗଣେଶ, ଭାସ୍କର, ନାରାୟଣ, ଶଙ୍କର ଓ ମା ଦୁର୍ଗତି ନାଶିନୀ ଦୁର୍ଗା | ଏହି ପୀଠକୁ ଯିବା ଆମେ ଏମିତି .... କଟକ ରୁ…

ଲୋକଙ୍କ ପାଇଁ ସର୍ବନିମ୍ନ ସୁବିଧା ଯୋଗାଇ ଦେବାରେ ଅକ୍ଷମ ପ୍ରଶାସନ !!!

ପଦ୍ମପୁର(ଶାସକପ୍ରଶାସକ)-ଆଜି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି । ଆଜି ପଦ୍ମପୁର ଉପଖଣ୍ଡର ପାଇକମାଲ ବ୍ଳକ ଓ ଝାରବନ୍ଧ ବ୍ଳକରେ ମତଦାନ କରୁଛନ୍ତି ଭୋଟର । ପାଇକମାଲ ବ୍ଳକର ୨୨ ଗୋଟି ପଞ୍ଚାୟତରେ ୨୭୪ ଗୋଟି ମତଦାନ କେନ୍ଦ୍ର ରହିଛି ଏବଂ ଭୋଟ ଦେଉଛନ୍ତି…

୧୨୦ ଲିଟର ଦେଶୀ ମଦ ଜବତ : ୦୩ ଗିରଫ ।

ଭଦ୍ରକବ୍ଲକ (ସୀତାକାନ୍ତ ପାଢ଼ୀ)-:ଭଦ୍ରକ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ନିରୀକ୍ଷକ ଶ୍ରୀ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ…

ବିଭିନ୍ନ ପଞ୍ଚାୟତରେ ମାରାଥନ୍ ପ୍ରଚାରରେ ସାମିଲ ହେଲେ ପିସିସି ସାଧାରଣ ସମ୍ପାଦକ

ବାସୁଦେବପୁର(ପ୍ରତାପ ପାଢ଼ୀ )-ବାସୁଦେବପୁର ରେ ଆରମ୍ଭ ହୋଇ ଯାଇଛି ନିର୍ବାଚନ ପ୍ରଚାର ର ସରଗରମ। ବିଭିନ୍ନ ପଞ୍ଚାୟତ ରେ ପ୍ରାର୍ଥୀ ମାନେ ଘର କୁ ଘର ଯାଇ ବିଭିନ୍ନ ସ୍ଥାନ ରେ ସଭା ସମିତି କରି ପ୍ରଚାର କାର୍ଯ୍ୟ ଚାଲୁ ରଖି ଛନ୍ତି। ବାସୁଦେବପୁର ରେ ବିଧାନ ସଭା ମଣ୍ଡଳୀ ନେତା ତଥା ପିସିସି…

ପଞ୍ଚାୟତ ନିର୍ବାଚନ ପ୍ରଚାର ରେ ବିଷ୍ଣୁବ୍ରତ ଓ ଦୁର୍ଗାଦତ୍ତ

ବାସୁଦେବପୁର(ପ୍ରତାପ ପାଢ଼ୀ )-ବାସୁଦେବପୁର ବ୍ଳକ ଅନ୍ତର୍ଗତ ବିନୋବାଭାବେ ନଗର ଠାରେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତ ରାୟ ଓ ତାଙ୍କର ବଡ଼ ଭାଇ ଦୁର୍ଗାଦତ୍ତ ରାଉତ ରାୟ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ଙ୍କ ପାଇଁ ନିର୍ବାଚନ ପ୍ରଚାର କାର୍ଯ୍ୟ କର୍ମ…

ସଙ୍ଗୀତଜ୍ଞ ତଥା ଆୟୁର୍ବେଦାଚାର୍ଯ୍ୟ ସ୍ବର୍ଗତ ଗୋଷ୍ଠଚନ୍ଦ୍ର ପାତ୍ରଙ୍କ ବିୟୋଗରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଭକ୍ତି ସଙ୍ଗୀତ ସଂସଦ ଓ ପୂଣ୍ଯତୀର୍ଥ ସାହିତ୍ଯ ସଂସଦର ମିଳିତ ଆନୁକୁଲ୍ଯରେ ଭାଗୀରଥୀ ପାଢି ସ୍ମୃତି କଳା ପ୍ରତିଷ୍ଠାନ ପ୍ରେକ୍ଷାଳୟରେ ସଙ୍ଗୀତଜ୍ଞ ତଥା ଆୟୁର୍ବେଦାଚାର୍ଯ୍ୟ ସ୍ବର୍ଗତ ଗୋଷ୍ଠଚନ୍ଦ୍ର ପାତ୍ରଙ୍କ ବିୟୋଗରେ ଅନୁଷ୍ଠାନର…