ସ୍ବାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟରେ ଗୋପାଷ୍ଟମୀ ଉତ୍ସବ

ଦେବଗଡ (ଶାସକ ପ୍ରଶାସକ) : ଦେବଗଡ ଜିଲ୍ଲା ନୂଆପଡାସ୍ଥିତ ସ୍ବାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟରେ ଗୋପାଷ୍ଟମୀ ଉତ୍ସବ ସଂପୂର୍ଣ୍ଣ ବୈଦିକ ରୀତିରେ ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟ ଅଧ୍ୟକ୍ଷ ପଣ୍ତିତ ରୋହିତ କୁମାର ଦାଶ ନିଜେ ବୈଦିକ ମନ୍ତ୍ର ଉଚ୍ଚାରଣ କରି ଗୋ ପୂଜନ କରିବା ସହ ଗୋମାତା…

ଦେବଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ଗୃହ ଉଦଘାଟନ ସମାରୋହ।

କଲ୍ୟାସିଂହପୁର;ପ୍ରଦୀପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ଦେବଗିରି ଶୈବପୀଠନିକଟରେ ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣଯୋଜନା ବୋର୍ଡର ଉପଦେଷ୍ଟା ସୁଶୀର ଦାସ ମୁଖ୍ୟ…

୩କେଜି ୩୫୦ ଗ୍ରାମର ହାତୀ ଦାନ୍ତ ଚୋରାଚାଲାଣ ବେଲେ ଧରିଲା ଏସଟିଏଫ,ଜଣେ ଅଟକ ।

ପଦ୍ମପୁର :ପଦ୍ମପୁର ବନଖଣ୍ଡ କେନ୍ଦୁଭଟା ଛକ ନିକଟରୁ ହାତୀ ଦାନ୍ତ ଚୋରା ଚାଲାଣ ସମୟରେ ଜବତ । ପଦ୍ମପୁର ବନଖଣ୍ଡ ଗାଇସିଲାଟ କେନ୍ଦୁଭଟା ଛକ ନିକଟରେ ଲରମ୍ଭା ଥାନା ଅଞ୍ଚଳର ରମେଶ ପ୍ରଧାନୂ ନାମକ ଜଣେ ଲୋକ ହାତୀ ଦାନ୍ତ ଚୋରା ଚାଲାଣ କରୁଥିବା ଖବର ପାଇ ଏସଟିଏଫ ଓ ବନ ବିଭାଗ ଚଢ଼ାଉ କରିଥିଲେ ।…

ଚାଟିକଣା ଅଞ୍ଚଳରେ ଯୁବ ସମାଜସେବୀଙ୍କ ସେବା ଅତୁଳନୀୟ

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ସ୍ଥିତ ଚାଟିକଣା ପଂଚାୟତ ଅନ୍ତର୍ଗତ ସ୍ଥାନୀୟ ଚାଟିକଣା ଅଞ୍ଚଳରେ ଯୁବ ସମାଜସେବୀ ପ୍ରମୋଦ କୁମାର ଦାଶଙ୍କ କାର୍ଯ୍ୟକୁ ନେଇ ସ୍ଥାନୀୟ ଲୋକମାନେ ଆଜି ବହୁତ ଖୁସି ଅନୁଭବ କରୁଛନ୍ତି ।ଗତ ତିନି ଦଶନ୍ଧି ରୁ ଉର୍ଦ୍ଧ୍ବ ଦିନ ଧରି…

କନ୍ଧମାଳ ସାଂସଦଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

କନ୍ଧମାଳ : କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ୬ ଦିନିଆ ସଂସଦୀୟ କ୍ଷେତ୍ର ସମୀକ୍ଷା କାର୍ଯ୍ୟକ୍ରମର ୫ମ ଦିନରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି…

ମହିଳାଙ୍କୁ କଟୁରୀ ଦେଖାଇ ୭୩ ହଜାର ଟଙ୍କା ଝାମ୍ପିନେଲା ଦୁର୍ବୃତ୍ତ

ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର) :ଓଡ଼ଗାଁ ଥାନା ଓଡ଼ଗାଁ-ଦରପଦା ରୋଡରେ ଭାରତ ଫାଇନାନ୍ସର ମର୍ଚ୍ଚାଣ୍ଟ ଭାବେ କାର୍ଯ୍ୟରତ ପ୍ରଭାସିନୀ ସାହୁ(୩୫)ଙ୍କ ଠାରୁ କେହି ଦୁବୃର୍ତ୍ତ କଟୁରୀ ଦେଖାଇ ଭୟଭିତ କରି ମନିପର୍ଷ ସହିତ ୭୨ ହଜାର ୬ଶହ ଟଙ୍କା ଲୁଟ୍ କରିନେଇଥିବା ଓଡ଼ଗାଁ ଥାନାରେ ଅଭିଯୋଗ…

ରିକ୍ସାବାଲାଙ୍କ ନାମରେ କୋଟିଏ ଟଙ୍କାର ସମ୍ପତ୍ତି ଲେଖିଦେଲେ

କଟକ-:( ସପ୍ତ ଜ୍ୟୋତି ରାଉଳ) : ବୟସର ଅପରାହ୍ନରେ ପହଞ୍ଚିଲେଣୀ, ୬ ମାସ ଭିତରେ ଆଗପଛ ହୋଇ ଚାଲିଗଲେ ସ୍ବାମୀ ଓ ଝିଅ । ଏବେ ନିଜର ବୋଲି କେହି ନାହିଁ । ବନ୍ଧୁବାନ୍ଧବ , ନିକଟ ସମ୍ପର୍କୀୟଙ୍କ ଠାରୁ ଯେଉଁ ଶ୍ରଦ୍ଧା, ଭରଷା,ସମବେଦନା ଆଶା କରୁଥିଲେ ତାହା ପାଇଲେ ନାହିଁ । ଜୀବନର ସବୁ ଠାରୁ ଅଠିନ…

ପାନ୍-ଇଣ୍ଡିଆ ସଚେତନତା ଏବଂ ଆଉଟରିଚ କ୍ୟାମ୍ପେନ୍ ଆନୁକୂଲ୍ୟରେ ଆଇନ୍ ସେବା ମେଗା ଶିବିର

ଭୁବନେଶ୍ୱର(ଶାସକ ପ୍ରଶାସକ) -ଭୁବନେଶ୍ୱର ବି.ଜେ.ବି ସ୍ୱୟଂ ଶାସିତ ମହାବିଦ୍ୟାଳୟଠାରେ ପାନ୍-ଇଣ୍ଡିଆ ସଚେତନତା ଏବଂ ଆଉଟ୍ରିଚ୍ କ୍ୟାମ୍ପେନ୍ ଆନୁକୂଲ୍ୟରେ ଏବଂ ଖୋର୍ଦ୍ଧା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସହଯୋଗରେ ଏକ ଆଇନ୍ ସେବା ମେଗା(ବୃହତ୍) ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଜଜ୍ ତଥା…

ଭଦ୍ରକରେ ଡ଼କାୟତି ସମୟରେ ଏନକାଉଣ୍ଟର କଲା ପୁଲିସ : ଗୁରୁତର ବାପି ପାଣି ଡାକ୍ତରଖାନାରେ ଭର୍ତ୍ତି।

ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ) : ଭଦ୍ରକ ସହର ତଥା ଆଖପାଖ ଅଞ୍ଚଳରେ ଦୀର୍ଘଦିନ ଧରି ବନ୍ଧୁକ ମୁନରେ ଲୁଟ କରୁଥିବା ଦୁର୍ବୁତ୍ତଙ୍କୁ ଧରିବା ପାଇଁ ପୁଲିସ ଜାଲ ବିଛାଇ ଥିଲା । ଭଦ୍ରକ ନିକଟସ୍ଥ କାଉପୁର ଚଢ଼େୟାରେ କୁଖ୍ୟାତ ଅପରାଧୀ ଟିମ ଲୁଟ ଯୋଜନା କରୁଥିବା ବେଳେ ପୋଲିସ ସେମାନଙ୍କୁ ଧରିବା ପାଇଁ…

ଘଣ୍ଟେଶ୍ୱରୀ ମନ୍ଦିର ପରିଦର୍ଶନ କଲେ ଜିଲ୍ଲାପାଳ I

ସମ୍ବଲପୁର(ସନ୍ଦୀପ ଶର୍ମା): ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକସେନା ଆଜି ସମ୍ବଲପୁର ପ୍ରସିଦ୍ଧ ଘଣ୍ଟେଶ୍ୱରୀ ମନ୍ଦିର ପରିଦର୍ଶନ କରିଛନ୍ତି I ମନ୍ଦିରରେ ବଡ ଘଣ୍ଟା ଲଗେଇବା ବ୍ୟବସ୍ଥା କରାଯାଉଥିବା ବେଳେ, ଜୋତା ଷ୍ଟାଣ୍ଡ, ନଦୀ ପାର୍ଶ୍ଵ ବର୍ତ୍ତୀ ଅଞ୍ଚଳରେ ସ୍ନାନ ଘାଟ, ପାର୍କିଂ ସ୍ଥାନ, ସ୍ମୃତି…