ଚତୁର୍ଥ ପର୍ଯ୍ୟାୟରେ ରଘୁନାଥପୁର ଓ କୁଜଙ୍ଗରେ ନିର୍ବାଚନ ।

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଆସନ୍ତା କାଲି ଚତୁର୍ଥ ପର୍ଯ୍ୟାୟରେ ଫେବୃୟାରୀ ୨୨ତାରିଖ ରେ ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଓ କୁଜଙ୍ଗ ବ୍ଳକରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । କୁଜଙ୍ଗ ବ୍ଳକର ୦୪ଟି ଜିଲ୍ଲା ପରିଷଦ ଜୋନ୍‌ର ୨୮ଟି ପଞ୍ଚାୟତରେ ୪୬୫ଟି ୱାର୍ଡ ବୁଥରେ ନିର୍ବାଚନ…

ମୁଖ୍ୟମନ୍ତ୍ରୀଙ୍କ କଳିଙ୍ଗ ଷ୍ଟାଡିଅମ୍‌ କମ୍ପ୍ଲେକ୍ସ ଗସ୍ତ : କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ଅଗ୍ରଗତିର କଲେ ସମୀକ୍ଷା

ଭାରତର ପୁରୁଷ ଓ ମହିଳା ହକୀ ଟିମ୍‌ର ଖେଳାଳୀ ମାନଙ୍କୁ ଭେଟିଲେ ଓ ପ୍ରୋ-ଲିଗ୍‌ ମ୍ୟାଚ ପାଇଁ ଶୁଭେଚ୍ଛା ଜଣାଇଲେ ୫-ଟି କାର୍ଯ୍ୟକ୍ରମ ଜାରି ରହିଛି ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମ ତଥା ୩୦୦ କୋଟି ଟଙ୍କାର ପ୍ରକଳ୍ପର ନିର୍ମାଣ ଦେଶର ପ୍ରଥମ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମ…

ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ବଡ ରାଧାକାନ୍ତ ମଠ ପ୍ରାଙ୍ଗଣରେ ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ଶ୍ରୀ ଲକ୍ଷ୍ମୀ ନୃସିଂହ ରଥଙ୍କ ସଭାପତିତ୍ୱରେ ରାଧାକାନ୍ତ ମଠର ମହନ୍ତ ଶ୍ରୀଯୁକ୍ତ ଯଶୋଦା ନନ୍ଦନ ମୁଖ୍ୟ…

ବିଜେଡି ନେତା ଓ ମନ୍ତ୍ରୀମାନେ ହିଂସା ଓ ଅଶାନ୍ତ ବାତାବରଣ ସୃଷ୍ଟିକାରୀ: ଗୋଲକ ମହାପାତ୍ର

ଭୁବନେଶ୍ୱର:ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟିଂ ସରିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ, ରିଗିଂ ଭଳି ବହୁ ସମସ୍ୟା ସାମ୍ନାକୁ ଆସିଛି । ଭୋଟିଂ ବେଳର ଅଧିକ ଗୁଣ୍ଡାଗର୍ଦ୍ଧି ସହ ହିଂସାକାଣ୍ଡ ଘଟିଥିବା ତିନୋଟି ଜିଲ୍ଲା ହେଉଛି; ମୁଖ୍ୟମନ୍ତ୍ରୀ ତଥା ଶାସକ…

ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ମିଳିବ: ବିଜେଡି

ହାରିବା ଭୟରେ ବିଜେପି ଘଟାଉଛି ହିଂସାକାଣ୍ଡ ନିଜେ ହିଂସାକାଣ୍ଡ ଘଟାଇ ପାଲଟା ଅଭିଯୋଗ ଆଣୁଛି ବିଜେପି ଶାନ୍ତିପ୍ରିୟ ଓଡ଼ିଶାବାସୀ ବିଜେପିକୁ ପୁଣିଥରେ ପ୍ରତ୍ୟାଖାନ କରିବେ ଭୁବନେଶ୍ୱର: ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରେ ସାମ୍ବାଦିକମାନଙ୍କ ଉପରେ ହୋଇଥିବା…

ଧଣ୍ଡାମୁଣ୍ଡା ରେଞ୍ଜ କେନ୍ଦୁପତ୍ର କର୍ମଚାରୀ ସଂଘର ନୂତନ କମିଟି ଗଠିତ

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ )ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନ ଅଧିନସ୍ଥ ଖପ୍ରାଖୋଲ ବ୍ଳକ ଧଣ୍ଡାମୁଣ୍ଡା ରେଞ୍ଜ୍ ର ସମସ୍ତ ମୁନସୀ, ଚପରାସି, ଚେକର୍ କର୍ମଚାରୀଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଶ୍ଚିମାଞ୍ଚଳ କେନ୍ଦୁପତ୍ର ସଂଘ ସଭାପତି ନିରଞ୍ଜନ ବିଶିଙ୍କ ପରାମର୍ଶ…

ଅତିରିକ୍ତ ଏସ୍.ପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି ଏପର୍ଯ୍ୟନ୍ତ ୧୫୨ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ…

ବଡ଼ବିଲରେ ବିଭିତ୍ସ କାଣ୍ଡ : ମଦ ନିଶାରେ ହଣାକଟା, ଜଣେ ମୃତ

ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀ ଗ୍ରାମରେ ଗତକାଲି ସନ୍ଧ୍ୟାରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଘଟଣାରୁ ପ୍ରକାଶ ଯେ ସିରାଜୁଦିନ ହଟିଂରେ ଗତକାଲି ସନ୍ଧ୍ୟା ସମୟରେ କୌଣସି କାରଣରୁ ଚଲା ପୂର୍ତ୍ତିଙ୍କ ସହିତ ହଟିଂରେ ରହୁଥିବା ତିନି ଭାଇ ଆକାଶ ଗୋପ, ଚନ୍ଦ୍ର ଗୋପ ଓ…

ବ୍ୟକ୍ତିକୁ ସବୁ ବେଳେ ଈଶ୍ୱରଙ୍କ ସ୍ମରଣ କରିବା ଉଚିତ୍- ରାଷ୍ଟ୍ରପତି

‘ବିଶ୍ୱ ବୈଷ୍ଣବ ସମ୍ମିଳନୀ’କୁ ରାଷ୍ଟ୍ରପତିଙ୍କ ଦ୍ୱାରା ଉଦ୍ଘାଟିତ ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ବାର୍ତାକୁ ଏକବିଂଶ ଶତାବ୍ଦୀରେ ମାନବ କଲ୍ୟାଣ ପାଇଁ ଉପଯୋଗ କରିବା-ଧର୍ମେନ୍ଦ୍ର ପ୍ରଧାନ ପୁରୀ - ମାନବତାକୁ ଆସ୍ଥା ଆଧାରରେ ବାଂଟି ହେବନାହିଁ । ସତ୍ୟ ଏକ୍, ଏହାକୁ…

ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ସରୋଜ ଭୋଇ. ଆବାସ ଅପେକ୍ଷାରେ

ଜଗତସିଂହପୁର/ ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକ ତୁମ୍ଭା ଅଣ୍ଡେଇ ସାହି ପଞ୍ଚାୟତ ଅଣ୍ଡେଇ ସାହି ଗ୍ରାମର ସରୋଜ ଭୋଇ ଦୀର୍ଘ ୧0 ବର୍ଷ ହେବ ପାରଲିସିସ ହୋଇ ଏକ ପ୍ରକାର ଅକରମନ୍ୟ ହୋଇଥିବା ଦେଖାଯାଇଛି l ସରୋଜ ଙ୍କ ପରିବାର ଅତ୍ୟନ୍ତ ଗରିବ ଓ ଅସହାୟ ହୋଇପଡିଛନ୍ତି l ଏକ ମାତ୍ର ପୁଅ ତାହାର…