ଓଏଲଆଇସିର କାର୍ଯ୍ୟ ଅଗ୍ରଗତି ସମୀକ୍ଷା କଲେ ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ

ଭୁବନେଶ୍ୱର(ଶାସକ ପ୍ରଶାସକ ): ଓଡ଼ିଶା ଉଠା ଜଳସେଚନ ନିଗମର କାର୍ଯ୍ୟାବଳୀ ଓ ନିଗମ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ରାଜ୍ୟ ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ଆଭାସୀ…

ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉଦଘାଟନ କଲେ ମନ୍ତ୍ରୀଜଗନ୍ନାଥ ସାରକା।

କଲ୍ୟାସିଂହପୁର: ପ୍ରଦିପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମନ୍ତ୍ରୀ ଙ୍କ ଦ୍ଵାରା ଉଦଘାଟନ କରାଯାଇଛି ।ଏଥିରେ ଅନୁସୂଚିତ ଜାତି ଜନଜାତି ଉନ୍ନୟନ ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ…

ଜିଲ୍ଲାସ୍ତରୀୟ ଧାନସଂଗ୍ରହ କମିଟି ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ସମ୍ମିଳନୀ ଠାରେ ଜିଲ୍ଲାସ୍ତରୀୟ ଧାନସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଅନାଦି ଚରଣ ସେଠି ବିଗତ ଖରିଫ ଧାନକିଣା ଋତୁରେ…

ଜିଲ୍ଲାସ୍ତରୀୟ “ଜାତୀୟ ଗଣମାଧ୍ୟମ ଦିବସ-୨୦୨୧ ପାଳନ ଅବସରରେ ଏକ ଆଲୋଚନା ଚକ୍ର : “କରୋନା ମହାମାରୀରେ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତୀୟ ଗଣମାଧ୍ୟମ ଦିବସ-୨୦୨୧ ପାଳନ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ "କରୋନା ମହାମାରୀରେ ଗଣମାଧ୍ୟମ : ଏକ ନୂତନ ଆହ୍ବାନ" ସମ୍ପର୍କିତ ଜିଲ୍ଲାସ୍ତରୀୟ ଏକ ଆଲୋଚନା ଚକ୍ର…

ରାୟଗଡ ଠାରେ ଭିଡିଓ କନଫରେନ୍ସ ମାଧ୍ୟମରେ ସ୍ମାର୍ଟ ସ୍କୁଲର ଲୋକର୍ପଣ କଲେ ମୁଖ୍ୟମନ୍ତ୍ରୀ

ରାୟଗଡ(ସରୋଜ କୁମାର ସାହୁ): ବଦଳିଛି ସରକାରୀ ବିଦ୍ୟାଳୟ ଗୁଡିକର ରୂପରେଖ, ବଦଳିଛି ଶିକ୍ଷାଦାନର ଢାଂଚା । ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୫ଟି ଯୋଜନାରେ ବର୍ତମାନ ଓଡିଶାରେ ଥିବା ସରକାରୀ ବିଦ୍ୟାଳୟ ଗୁଡିକର ଭିତିଭୂମୀ ସୁଦୃଢ କରାଯାଇ ଉନ୍ନତମାନର ଶିକ୍ଷାଦାନ…

ଚତୁର୍ଥ ଦିବସରେ ୫ଟି ଜିଲ୍ଲାର ୧୩୦ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

5Tକାର୍ଯ୍ୟକ୍ରମରେ 1075 ସ୍କୁଲର ରୂପାନ୍ତର ପର୍ବ ସ୍କୁଲର ନୂଆ ପରିବେଶ ପିଲାଙ୍କ ଭିତରେ ପ୍ରତିଯୋଗୀ ମନୋଭାବକୁ ଆହୁରି ସୁଦୃଢ଼ କରିଛି : ମୁଖ୍ୟମନ୍ତ୍ରୀ  ରୂପାନ୍ତର ଯେଉଁ ସୁଯୋଗ ଆଣିଛି ତାର ସଦ୍ ବ୍ୟବହାର କରିବୁ ଓ ମୁଖ୍ୟମନ୍ତ୍ରୀ ଙ୍କ ଲକ୍ଷ୍ୟ ପୂରଣ କରିବୁ : ଛାତ୍ରଛାତ୍ରୀ…

ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ୍‌ ଦିବସ ପାଳିତ

ବଲାଙ୍ଗିର/ନିରୋଜ ମିଶ୍ର:  ସାମ୍ବାଦିକ ଭବନରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସାମ୍ବାଦିକ ସଂଘର ମିଳିତ ଆନୁକୂଲ୍ୟରେ ଜାତୀୟ ପ୍ରେସ୍‌ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ସଂଘର ଉପସଭାପତି ଆନନ୍ଦ ଚନ୍ଦ୍ର ସାହୁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି…

ଛତିଶଗଡରେ ଆୟୋଜିତ ମିସ ଟିନ ପ୍ରତିଯୋଗିତାରେ ଓଡ଼ିଆ ଝିଅ ବିଜୟୀ ।

ପଦ୍ମପୁର(ଶାସକପ୍ରଶାସକ)- ଛତିଶଗଡ଼ ରାଜ୍ୟ କୋବ୍ରାରେ ଗତ ୧୪ ତାରିଖରେ ଆୟୋଜିତ ବିଭିନ୍ନ ବର୍ଗର ସୁନ୍ଦରୀ ପ୍ରତିଯୋଗିତାର ମିସ ଟିନ ବର୍ଗରେ, ଜଣେ ଓଡ଼ିଆ ଝିଅ ବିଜୟୀ ହୋଇ ସମସ୍ତଙ୍କୁ ଗୌରବାନ୍ୱିତ କରି ପାରିଛନ୍ତି । ବରଗଡ ଜିଲ୍ଲା ପଦ୍ମପୁରର ରାଜେଶ ଓ ଜ୍ୟୋତିମଞ୍ଜରୀଙ୍କ ଏକ ମାତ୍ର ଝିଅ…

କଫସିରଫ ଜବତ ଜଣେ ଗିରଫ

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ସହରରେ ଦିନକୁ ଦିନ ନିଶା କାରବାର ବଢ଼ିବାରେ ଲାଗିଛି ନିଶା କବଳରେ ପଦ୍ମପୁର ଯୁବଗୋଷ୍ଠୀ । ଆଜି ପଦ୍ମପୁର ଥାନା ଏସଆଇ ରବିନ୍ଦ୍ର କୁମାର ହେମ୍ରମ ପେଟ୍ରୋଲିଙ୍ଗ ସମୟରେ ପଦ୍ମପୁର ରଜାପଡାର ଭରତ ଖୁଟଲା ଓରଫ ବନକୁ ପଦ୍ମପୁର ମହିଳା ମହାବିଦ୍ୟାଳୟ ପାଖରେ ବିକ୍ରି…

ନିତି ଆୟୋଗ ଦ୍ୱାରା ପରିଚାଳିତ ଜାତୀୟସ୍ତରୀୟ ଓ୍ୱବିନାର୍

ଭୁବନେଶ୍ୱର(ଶାସକ ପ୍ରଶାସକ):ଆଜି ପୂର୍ବାହ୍ନରେ ନିତି ଆୟୋଗର ସି.ଇ.ଓ. ଶ୍ରୀ ଅମିତାଭ କାନ୍ତଙ୍କ ଦ୍ୱାରା ଏକ ଜାତୀୟ ସ୍ତରୀୟ ଓ୍ୱବିନାର "ସାଥ୍' ପ୍ରକଳ୍ପ ଶିକ୍ଷା ପରିଚାଳନା କରାଯାଇଛି । ଉକ୍ତ ଓ୍ୱବିନାରରେ ଉଭୟ ବିସିଜି ଏବଂ ପିରାମଲ ଫାଉଣ୍ଡେସନ ସେମାନଙ୍କର ସହଯୋଗ ପ୍ରଦାନ କରିଥିଲେ । ଏହି…