ଜେଏସଏଲ୍ ୟୁନିଟ ହେଡ୍ ଭାବରେ ଦାୟିତ୍ୱ ଗ୍ରହଣ କଲେ ଦୀପକ ଅଗ୍ରୱାଲ
ଭୁବନେଶ୍ୱର: ଭାରତର ସର୍ବବୃହତ ଷ୍ଟେନଲେସ ଷ୍ଟିଲ ଉତ୍ପାଦନକାରୀ କମ୍ପାନୀ ଜିନ୍ଦଲ ଷ୍ଟେନଲେସ ଲିମିଟେଡ (ଜେଏସଏଲ୍) ଓଡ଼ିଶାର ଯାଜପୁରସ୍ଥିତ ଏହାର ଉତ୍ପାଦନ କାରଖାନାର ୟୁନିଟ୍ ହେଡ୍ ଭାବରେ ଶ୍ରୀ ଦୀପକ ଅଗ୍ରୱାଲଙ୍କୁ ନିଯୁକ୍ତି ପ୍ରଦାନ କରିଛି । ଏହା ପୂର୍ବରୁ ଶ୍ରୀ ଅଗ୍ରୱାଲ ହଟ୍ ଏବଂ…