ସ୍ୱାମୀ ମୁକୁନ୍ଦାନନ୍ଦଙ୍କ ‘ଜୀବନ ପରିବର୍ତ୍ତନ’ କାର୍ଯ୍ୟକ୍ରମ ସମ୍ପନ୍ନ : ଆଧ୍ୟାତ୍ମିକ ଶିକ୍ଷାରେ ଅନୁପ୍ରାଣିତ…

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶ୍ରୀଜଗନ୍ନାଥ ମନ୍ଦିର ନିକଟସ୍ଥ ଆର୍ବନ ବ୍ୟାଙ୍କ ପଡିଆରେ ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ମୁକୁନ୍ଦାନନ୍ଦ ଜୀଙ୍କ ଦ୍ୱାରା ଆୟୋଜିତ ‘ଜୀବନ ପରିବର୍ତ୍ତନ’ କାର୍ଯ୍ୟକ୍ରମ ଅତି ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି…

ବାଲ୍ୟ ବିବାହ ମୁକ୍ତି ଭାରତ ଗଠନ ସଚେତନତା ପାଇଁ ୧୦୦ ଦିନିଆ ଅଭିଯାନ “ରଥ” ର ଶୁଭାରମ୍ଭ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଗଣିଆ ଉନ୍ନୟନ କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନର ସହଯୋଗରେ ବାଲ୍ୟ-ବିବାହ ମୁକ୍ତି ଭାରତ ଗଠନ ସଚେତନତା ପାଇଁ ୧୦୦ ଦିନିଆ “ଅଭିଯାନ ରଥ”ର ଶୁଭାରମ୍ଭ…

ମାଆ ଶ୍ୟାମାକାଳୀଙ୍କୁ ପୂଜାର୍ଚନା ପରେ ଦେବସ୍ନାନ କରାଗଲା,

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ତନରଡା ଗ୍ରାମରେ ମାଆ ଶ୍ୟାମାକାଳୀଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ ୪୮ ପ୍ରହର ଅଖଣ୍ଡ ନାମ ଯଜ୍ଞ,ଅନ୍ନ ଯଜ୍ଞ,ଗୋ ଯଜ୍ଞ, ଘୃତ ଯଜ୍ଞ,ପଞ୍ଚ କୁଣ୍ଡିୟ ମହା ଯଜ୍ଞ ପାଞ୍ଚ ଦିନ ହେଲା ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଆଜି ସୁଯ୍ୟପୂଜା,…

ଡାବୁଗାଁ ରେ ସାମାଜିକ ସଦଭାବନା ବୈଠକ ଅନୁଷ୍ଠିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୫/୦୨/୨୬ ଡାବୁଗାଁ ଜୟନ୍ତିନଗର ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ବିଭିନ୍ନ ଜାତିର ମୁଖିଆ ମାନଙ୍କୁ ନେଇ ଏକ ସଦଭାବନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଓଡ଼ିଶା ପଶ୍ଚିମ ପ୍ରାନ୍ତ…

ନବବିବାହିତାଙ୍କୁ ଯୌତୁକ ପାଇଁ ହତ୍ୟା ଅଭିଯୋଗ: ହତ୍ୟା ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ଭାଇ ;ସ୍ୱାମୀ ଓ ଶ୍ୱଶୁରଘର…

ବେଲଗୁଣ୍ଠା--(ଶିବରାମ ଚୌଧୁରୀ )-: ଗାଙ୍ଗପୁର ଥାନା ଅନ୍ତର୍ଗତ ଗୁଣ୍ଠ ପଲବାଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଅନ୍ତଃସତ୍ତ୍ୱା ନବବିବାହିତାଙ୍କୁ ଯୌତୁକ ପାଇଁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ତଣ୍ଟି ଚିପି ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ମୃତ ନବବିବାହିତା…

ଠେଲା ଗାଡ଼ିକୁ ଧକ୍କା ଦେଲା ବୁଲେଟ୍; ଜଣେ ଗୁରୁତର

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଏକ ବୁଲେଟ୍ ଦ୍ରୁତ ଗତିରେ ଆସି ଏକ ଠେଲା ଗାଡିକୁ ପଛପଟୁ ଧକ୍କା ଦେବା ଫଳରେ ଠେଲା ଗାଡ଼ି ଧରି ଯାଉଥିବା ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ମଙ୍ଗଳବାର ସନ୍ଧ୍ୟାରେ ବେଲଗୁଣ୍ଠା ଗୋପୀନାଥ ସାହିର ମଙ୍ଗୁଳୁ ସ୍ୱାଇଁ ତନରଡା…

ଶ୍ରୀ ବଳଦେବ ଜୀଉ କଳାକାର ସଂଘ ର ଦ୍ଵିତୀୟ ସନ୍ଧ୍ୟାରେ ମନ ମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ।

କେନ୍ଦୁଝର,ତା୨୫/୨- ପବିତ୍ର ଘଟଗାଁ ମାଟିରେ ପୂଜାପାଉଥିବା ମା' ତାରିଣୀଙ୍କ ପେଣ୍ଡାଲରେ ଗତକାଲି ଠାରୁ ଆରମ୍ଭ ହୋଇଯାଇଛି ଶ୍ରୀ ବଳଦେବ ଜୀଉ କଳାକାର ସଂଘର ଷଷ୍ଠ ବାର୍ଷିକ ମହୋତ୍ସବ। ଓଡ଼ିଶାର କଳା, ସଂସ୍କୃତି,ଐତିହ୍ୟ,ପରମ୍ପରା, ଭାଷାକୁ ଆହୁରି ବିକଶିତ ଓ ପ୍ରଚାର ପ୍ରସାର କରୁଛନ୍ତି ଜିଲ୍ଲାର…

ଓଡ଼ିଶା ବଜେଟ ୨୦୨୬–୨୭: ସହର ଉପକଣ୍ଠ ରୂପାନ୍ତରଣ ପାଇଁ ୨୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି

ଦ୍ରୁତ ଅଭିବୃଦ୍ଧିଶୀଳ ସହର ଉପକଣ୍ଠକୁ ମିଳିବ ନୂଆ ରୂପ : ଗୃହ ଓ ନଗର ଉନ୍ନୟନ ବିଭାଗ ଭୁବନେଶ୍ୱର | ୨୫ ଫେବୃଆରୀ, ୨୦୨୬: ରାଜ୍ୟର ବିକାଶ ଯାତ୍ରାକୁ ଏକ ନୂତନ ଦିଗ ଦେବା ପାଇଁ ଓଡ଼ିଶା ସରକାର ଗ୍ରହଣ କରିଛନ୍ତି ଏକ ଐତିହାସିକ ଓ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ। ୨୦୨୬–୨୭ ଆର୍ଥିକ ବର୍ଷର…

“ବିଡିଓ ଲୋକ ପ୍ରତିନିଧିଙ୍କୁ ସମ୍ମାନ ଦେବା ଶିଖନ୍ତୁ”

କଣ୍ଟାପଡ଼ା ବ୍ଲକ ବିଡିଓଙ୍କ କାର୍ଯ୍ୟଶୈଳୀ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ: ବିଜେଡି ଉନ୍ନୟନମୂଳକ କାର୍ଯ୍ୟ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କ ପରାମର୍ଶରେ କରନ୍ତୁ ଭୁୁବନେଶ୍ୱର, ୨୫/୦୨/୨୦୨୬: କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ବିଡିଓଙ୍କ ଅଗଣତାନ୍ତ୍ରିକ କାର୍ଯ୍ୟକୁ ବିରୋଧ…

ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟରେ ଆୟୋଜିତ ହେବ “ବିକଶିତ ଭାରତ ୟୁଥ ପାର୍ଲାମେଣ୍ଟ–୨୦୨୬”

୫୦ ବର୍ଷର ଗଣତନ୍ତ୍ର ଉପରେ ଆଧାରିତ ବିଷୟବସ୍ତୁରେ ହେବ ଆଲୋଚନା ଝାରସୁଗୁଡା:କେନ୍ଦ୍ର ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧୀନସ୍ଥ ଜାତୀୟ ସେବା ଯୋଜନା (ଏନଏସଏସ) ଏବଂ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ର ଯୁଗ୍ମ ଆନୁକୂଳ୍ୟରେ ଆସନ୍ତା ଫେବୃଆରୀ ୨୭ ତାରିଖରେ ଝାରସୁଗୁଡା…