ଭାଇଜସ୍ ଇଟେଂରିଓ ପକ୍ଷରୁ ନୂଆ ଏକ୍ସଟେନ୍‌ସନ୍ ସେଂଟର୍ ଉଦ୍‌ଘାଟିତ

ଭୁବନେଶ୍ୱର/ଚକ୍ରଧର ମାଝୀ: ଓଡ଼ିଶା ଓ ଛତିଶଗଡ଼ର ଅଗ୍ରଣୀ ମଡ୍ୟୁଲାର ଫର୍ଣ୍ଣିଚର୍ ବ୍ରାଣ୍ଡ୍ ଭାଇଜସ୍ ଇଟେରିଓ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଭୁବନେଶ୍ୱରର ଲକ୍ଷ୍ମୀ ସାଗର ଠାରେ ଦ୍ୱିତୀୟ ଏକ୍ସଟେନ୍‌ସନ୍ ସେଂଟର୍ ଖୋଲାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଓଲିଉଡ୍ ଅଭିନେତ୍ରୀ ଅନୁ ଚୌଧୁରୀ…

ବଲାଙ୍ଗୀରରେ ବେଆଇନ ଜମି କାରବାର, ମାଲାମାଲ୍ ମାଫିଆ

ବଲାଙ୍ଗୀର / ନିରୋଜ ମିଶ୍ର ବଲାଙ୍ଗୀର: ଜିଲ୍ଲାରେ ମାତିଛନ୍ତି ଜମି ମାଫିଆ । ବ୍ୟାପକ ହେଉଛି ବେଆଇନ ଜମି କାରବାର । ବଲାଙ୍ଗୀରରେ ରାତାରାତି ଏବେ ଛତୁ ଫୁଟିଲା ପରି ଜମି ଦଲାଲ ଓ କମ୍ପାନୀ ଉଭା ହୋଇଛି । ଗାଁଠୁ ସହ ସବୁଠି ବେଆଇନ ଜମି କାରବାର କରି କୋଟିପତି ହେଉଛନ୍ତି ମାଫିଆ । ପାଟଣାଗଡ ସହରରୁ…

ଓଡ଼ିଶା ସାମ୍ବାଦିକଙ୍କ ହିତ ପାଇଁ ଦିଲ୍ଲୀରେ ପିସିଆଇ ଅଧକ୍ଷଙ୍କୁ ଭେଟି ଆଲୋଚନା କଲେ ରାଧାମୋହନ।

କନ୍ଧମାଳ: ଓଡ଼ିଶା ସାମ୍ବାଦିକ ମାନଙ୍କ ସ୍ୱର ଦିଲ୍ଲୀରେ ଠିକ୍ ଭାବରେ ପହଞ୍ଚି ପାରୁନଥିବା ବେଳେ ଓଡ଼ିଶା ସାମ୍ବାଦିକ ସଙ୍ଘ କନ୍ଧମାଳ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରାଧାମୋହନ ମହାପାତ୍ର ଦିଲ୍ଲୀ ସୂଚନା ଭବନ ରେ ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆ ର ଅଧକ୍ଷ ଜଷ୍ଟିସ ଚନ୍ଦ୍ରମୌଳି କୁମାର ପ୍ରସାଦ…

ଛାତ୍ର ଛାତ୍ରୀଙ୍କୁ ଭୋଟ ସଚେତନତା କରାଇଲେ ଉପଜିଲ୍ଲାପାଳ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଚାନ୍ଦିପୁଟ ଇନ୍ଦିରା ସ୍ମୃତି ମହାବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଭୋଟର ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅତିଥି ଭାବେ ମତଦାତା ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦିଲୀପ…

ସାମ୍ପାବ୍ୟ ଲଘୁଚାପ ବର୍ଷା ପାଇଁ ହରଭଙ୍ଗୀ ଡ୍ୟାମର ଗୋଟିଏ ଗେଟ ଖୋଲିଲା, ତଳି ଅଞ୍ଚଳ ଲୋକେ ଭୟଭୀତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଗଜପତି ଜିଲ୍ଲାକୁ ୟାଲୋ ଜୋନ ଘୋଷଣା କରାଯାଇଛି । ଏହାରି ପ୍ରଭାବରେ…

ମହିଳା ସ୍ନାତକ ମହାବିଦ୍ୟାଳୟ ତରଫରୁ ନୂତନ ଭୋଟରଙ୍କ ନାମ ପଞ୍ଜୀକରଣର ସଚେତନତା ପାଇଁ ରାଲି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ତରଫରୁ ନୂତନ ଭୋଟରଙ୍କ ନାମ ପଞ୍ଜିକରଣର ସଚେତନତା ପାଇଁ ଏକ ରାଲିର ଆୟୋଜନ କରାଯାଇଥିଲା। ଜିଲ୍ଲା ପ୍ରଶାସନ ତରଫରୁ ଡେପୁଟି କଲେଟର ଶ୍ରୀ ରାଜେନ୍ଦ୍ର ଭୂୟାଁ ଏବଂ ମହାବିଦ୍ୟାଳୟର ଅଧ୍ଯକ୍ଷା…

“ଚାଇଲଡ ଲାଇନ ସହ ବନ୍ଧୁତା”ର ସମାପନ ଦିବସରେ ଦସ୍ତଖତ ଅଭିଯାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : "ଚାଇଲଡ ଲାଇନ ସହ ବନ୍ଧୁତା"ର ସମାପନ ଦିବସରେ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଚାଇଲଡ ଲାଇନ ଗଜପତି ଦ୍ୱାରା ପାରଳାଖେମୁଣ୍ଡି ସ୍ଥିତ କଲେଜ ଛକଠାରେ ଏକ ଦସ୍ତଖତ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ " ଚାଇଲ୍ଡଲାଇନ ସେ…

ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ନାମ ସଂକୀର୍ତ୍ତନ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଧର୍ମର ମାସ କାର୍ତ୍ତିକ ମାସ। ଏହି ପବିତ୍ର ମାସରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସମେତ ଜିଲ୍ଲାର ବିଭିନ୍ନ ବ୍ଲକର ଗ୍ରାମରେ ଅଷ୍ଟପ୍ରହରୀ ସଙ୍ଗେ ସଙ୍ଗେ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି।ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର…

“ମୁକ୍ତା” ଯୋଜନାରେ ରାୟଗଡ ସହରାଂଚଳର ବିକାଶ ନିମନ୍ତେ ୮୪ ଗୋଟି ପ୍ରକଳ୍ପ

୧୦ କୋଟି ୫୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ ମଞ୍ଜୁର ରାୟଗଡ (ସରୋଜ କୁମାର ସାହୁ) ରାୟଗଡ ସହରାଂଚଳର ବିକାଶ ନିମନ୍ତେ “ମୁକ୍ତା” ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୮୪ ଗୋଟି ପ୍ରକଳ୍ପ ପାଇଁ ୧୦ କୋଟି ୫୩ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହି ପରିପ୍ରେକ୍ଷିରେ ସ୍ଥାନୀୟ ହୋଟେଲ ତେଜସ୍ୱୀ…

ଓଡିଶାର ସ୍କିଲ ଇକୋସିଷ୍ଟମ୍‌ ପରିଦର୍ଶନ କଲେ ମହାରାଷ୍ଟ୍ରର ୪୦ ଜଣିଆ ଦଳ

ଓଡିଶା ସ୍କିଲର ଗନ୍ତାଘର: ଶ୍ରୀ ବାଗ୍‌ଚୀ ଭୁବନେଶ୍ୱର,(ଶାସକ ପ୍ରଶାସକ) :ଦେଶରେ ଦକ୍ଷତା ବିକାଶ ଓ ଶିଳ୍ପ ତାଲିମ କ୍ଷେତ୍ରରେ ଓଡିଶା ଅନନ୍ୟ । ତେଣୁ ମହାରାଷ୍ଟ୍ର ଦକ୍ଷତା ବିକାଶ ମନ୍ତ୍ରାଳୟର ୪୦ ଜଣିଆ ଦଳ ଏଠାରେ ପ୍ରଚଳିତ ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷା ଓ ତାଲିମ(ଟିଭିଇଟି) ବିଷୟରେ…