କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ଉଦ୍ଘାଟିତ।
ମାହାଙ୍ଗା(ଦେବେନ୍ଦ୍ର ଷଢଙ୍ଗୀ) : କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ କୁଣ୍ଡି ଗ୍ରାମ ପଞ୍ଚାୟତ କୁମୁଡ଼ା ଜୟପୁର ଖେଳ ପଡ଼ିଆ ଠାରେ ଲକ୍ଷ୍ମୀ ପ୍ରିୟା ମହାନ୍ତି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି । ସମସରପୁର ଗ୍ରାମ ର ସାମ୍ବାଦିକ ସୁବ୍ରତ କୁମାର…