ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

କୋଭିଡ୍ ନିୟମଗୁଡ଼ିକର କଡ଼ାକଡ଼ି ଅନୁପାଳନ ଉପରେ ଗୁରୁତ୍ୱ କୋଭିଡ୍ ମୃତକଙ୍କ ଉତ୍ତରାଧିକାରୀଙ୍କୁ ଅନୁକଂପା ସହାୟତା ପ୍ରଦାନକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ file photo ଭୁବନେଶ୍ୱର(ଶାସକ ପ୍ରଶାସକ) : କୋଭିଡ୍-୧୯ ର ସମ୍ଭାବ୍ୟ ତୃତୀୟ ଲହର ପ୍ରତିରୋଧ ନିମନ୍ତେ ପୂର୍ଣ୍ଣ…

ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ କାମ ତ୍ୱରାନ୍ୱିତ ପାଇଁ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ- ଧର୍ମେନ୍ଦ୍ର…

ଭୁବନେଶ୍ୱର- ରାଜ୍ୟବାସୀଙ୍କ ପାଂଚ ଦଶନ୍ଧୀର ଦାବୀକୁ ପୂରଣ କରିବା ତଥା ବହୁ ପ୍ରତିକ୍ଷୀତ ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ କାମକୁ ତ୍ୱରାନ୍ୱିତ କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା…

ଏନ୍ ସି ସି: ଦିବସ ପାଳିତ : ଦେଶପ୍ରୀତି ଭାବ ଓ ଐକ୍ୟତା ବଜାୟ ରଖିବା ପାଇଁ ଆହ୍ବାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ୟାରେଡ଼ ଗ୍ରାଉଣ୍ଡ ଠାରେ ମହାବିଦ୍ୟାଳୟର ଏନ୍ ସି ସି ଉଇଙ୍ଗସ ପକ୍ଷରୁ ଏନ୍ ସି ସି ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠିତ…

ସରକାର ବାଣ୍ଟୁଛନ୍ତି ସ୍ୱାସ୍ଥ୍ୟ କାର୍ଡ : ହେଲେ ରାସ୍ତା ନଥିବାରୁ ଅସୁସ୍ଥଙ୍କ ଗାଁରେ ପହଂଚି ପାରୁନି ଆମ୍ବୁଲାନ୍ସ

ଧନ୍ୟବାଦ କିନ୍ତୁ ୧୦୮ ଆମ୍ବୁଲାନ୍‌ସ ଚାଳକ ଓ କର୍ମଚାରୀଙ୍କୁ , ଷ୍ଟ୍ରେଚର୍‌ରେ ଆସନ୍ନପ୍ରସବାଙ୍କୁ ବୋହି ନେଲେ ୨.୫ କିମି ଦେବଗଡ଼ରୁ ଅବନୀ କାନ୍ତ ମିଶ୍ର : ରାଜ୍ୟ ସରକାରଙ୍କ ପକ୍ଷରୁ ସଂପ୍ରତି ପ୍ରତି ଜିଲ୍ଲାରେ ଲୋକଙ୍କୁ ଉତ୍ତମ ତଥା ଉଚ୍ଚତର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଭଳି ମହତ…

ଜଳ ଜୀବନ ମିଶନ ପ୍ରକଳ୍ପର ସମୀକ୍ଷା କଲେ କେନ୍ଦ୍ରୀୟ ଟିମ୍

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ବଡ଼ ଗାଁ ଏବଂ ବଡ଼ ଗୋଷାଣୀ ଗ୍ରାମରେ , ରାୟଗଡ ବ୍ଲକର ଆଶୀର୍ବାଦ ନଗରରେ ଓ ଲାଟି ଗାଁରେ , ମୋହନା ବ୍ଲକର ହିକ୍ରିକୁମ୍ପା ଓ ଲିଲିଗୁଡା ଗାଁରେ ଏବଂ ଆର୍ .ଉଦୟଗିରି ବ୍ଲକର ରଣ୍ଡିବା ଗ୍ରାମରେ କେନ୍ଦ୍ର ସରକାରଙ୍କ ଏକ…

ଆବାସିକ ବାଳିକା ବିଦ୍ୟାଳୟରେ ୨୬ଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ: ଜିଲ୍ଲା ପ୍ରଶାସନ ତତ୍ପର

ଠାକୁରମୁଣ୍ଡା(ଦିଲ୍ଲୀପ ମହାନ୍ତି) ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଠାରେ ଥିବା ଚମକପୁର ଆବାସିକ ଆଦିବାସୀ ବାଳିକା ବିଦ୍ୟାଳୟ ରେ ୨୬ ଜଣ ଛାତ୍ରୀ କରୋନା ରେ ଆକ୍ରାନ୍ତ ହୋଇଥିବାର ଜଣାଯାଇଛି।ଏ ନେଇ ଜିଲ୍ଲା ପ୍ରଶାସନ ତତ୍ପର ଥିବାର ଜଣାଯାଇଛି।ଶନିବାର ଉକ୍ତ ବିଦ୍ୟାଳୟ କୁ ଜିଲ୍ଲାପାଳ ଙ୍କ…

ଜଳିଗଲା କଣ୍ଟେନର ଗାଡି, ଦୁଇ ଗୁରୁତର

କାଶୀପୁର ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ସ୍ଥିତ ଗତ କାଲି ରାତି ଏକ କଣ୍ଟେନର ଗାଡି ଜଳି ଯାଇଛି | ଦୁଇଜଣ କୈାଣସି କାରଣରୁ ଗାଡ଼ିରୁ ଖସିପଡିଥିଲେ | ଯାହାଫଳରେ ଦୁଇଜଣ ତଳେ ପଡି ଯାଇଥିଲେ | ଏହା ସହିତ ସେହି ବାଇକ ଟି ଘୋସାଡି ହୋଇ ଯାଇ କଣ୍ଟେନର ତଳେ ପସି…

ବୁଗୁଡା ଥାନାର ଦୁଇ ଅଧିକାରୀ ଓ ଜଣେ ପୋଲିସ ପୁରସ୍କୃତ

ବୁଗୁଡା : (ଡ଼ଃ. କୁମୁଦ ଚନ୍ଦ୍ର ବେହେରା ) ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପୋଲିସ ଥାନାର ଦୁଇ ଅଧିକାରୀ ଓ ଜଣେ ସଶସ୍ତ୍ର ପୋଲିସ କର୍ମଚାରୀଙ୍କୁ ଡିଜିପି ଆୱାର୍ଡ ପ୍ରଦାନ କରାଯାଇଥିବା ଜଣାପଡିଛି। ସେହି ତିନି ଜଣ ହେଲେ ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା,…

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା

କୋରାପୁଟର ୧୨ ଲକ୍ଷ ଓ ନବରଙ୍ଗପୁରର ୧୧.୩୦ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡର ଉପଯୋଗୀତା ବିଷୟରେ ଜନଜାତି ଭାଇଭଉଣୀଙ୍କ ମଧ୍ୟରେ ସଚେତନତା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ - କୋରାପୁଟରେ ୧୦୦୦ କୋଟି ଓ ନବରଙ୍ଗପୁରରେ ୧୩୩…

ନିମ୍ନ ମାନର ରାସ୍ତା କାମ ବିଭାଗୀୟ ଅଧିକାରୀଙ୍କୁ ଘେରିବା ସହ କାମ ବନ୍ଦ କଲେ ଗ୍ରାମବାସୀ ।

ପଦ୍ମପୁର(ଶାସକପ୍ରଶାସକ)- ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ମରାମତିରେ ନିମ୍ନ ମାନର କାମ ହେଉଥିବା ଅଭିଯୋଗ ପରେ ତଦନ୍ତ ପାଇଁ ପହଞ୍ଚି ଥିବା ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ ଓ କାମକୁ ବନ୍ଦ କଲେ । ପଦ୍ମପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏସଏଚ ୩.୬୯ ଠାରୁ ବୋଡାସମ୍ବର ଗାଁ ପର୍ଯ୍ୟନ୍ତ…