73 ବର୍ଷ ବୟସରେ କାଶ୍ମୀରରୁ କନ୍ୟାକୁମାରୀ ସାଇକେଲ ଯାତ୍ରା

ସ୍ପିକମାକେ ପ୍ରତିଷ୍ଠାତା ପଦ୍ମଶ୍ରୀ ଡ: କିରଣ ସେଠଙ୍କର ତିନି ମାସର ସାଇକେଲ ଯାତ୍ରା   ନୂଆଦିଲ୍ଲୀ: ସୋସାଇଟି ଫର ପ୍ରୋମୋସନ୍ ଅଫ୍ ଇଣ୍ଡିଆନ୍ କ୍ଲାସିକାଲ୍ ମ୍ୟୁଜିକ୍ ଆଣ୍ଡ କଲଚର ଅମଙ୍ଗଷ୍ଟ ୟୁଥ୍ (SPIC MACAY)ର ପ୍ରତିଷ୍ଠାତା ଆଇଆଇଟି-ଦିଲ୍ଲୀର ପ୍ରଫେସର-ଏମିରିଟସ୍, ପଦ୍ମଶ୍ରୀ ଡ : କିରଣ…

ଆଜି ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ; ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ରେ ବିଜୁ ଜନତା ସମର୍ଥିତ…

 ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ଅଧକ୍ଷ ଆସନ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ରେ ମଧ୍ୟ ବିଜୁ ଜନତା ଦଳ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ହାତେଇବେ ବୋଲି ଜଣାଯାଇଛି । ନିଶ୍ଚିନ୍ତକୋଇଲି ବ୍ଲକ ସମୁଦାୟ ୪୧ ଗୋଟି ପଞ୍ଚାୟତ କୁ ନେଇ ଗଠିତ । ଏହି ପଞ୍ଚାୟତ ଗୁଡିକ ମଧ୍ୟରୁ…

ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କେବଳ ଜାତିର ଗୌରବ ନୁହେଁ ବରଂ ଦାୟିତ୍ଵ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମ୍ବାଦ ସାହିତ୍ୟଘର ,ପାରଳାଖେମୁଣ୍ଡି ଆନୁକୁଲ୍ୟରେ ଶୁକ୍ରବାର ଦିନ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହ ଠାରେ "ଶାସ୍ତ୍ରୀୟ ଓଡିଆ ଭାଷା ଦିବସ" ଅନୁଷ୍ଠିତ ହୋଇଯାଇଛି। ସମ୍ବାଦ ସାହିତ୍ୟଘରର ସଭାପତି ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର…

ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ଐତିହାସିକ ବିଜୟରେ ଗଜପତି ଜିଲ୍ଲା ଆପ୍ ତରଫରୁ ବିଜୟ ଉତ୍ସବ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ଐତିହାସିକ ବିଜୟ ଓ ଗୋଆରେ ଆପ୍ ର ୨ ଜଣ ବିଧାୟକଙ୍କ ବିଜୟ ଅବସରରେ ଆପ୍ ଗଜପତି ତରଫରୁ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କରଣ ସାହିରେ ଥିବା ଜିଲ୍ଲା…

ହାଟରେ, ଖଟିରେ ବୁଲିଲେ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା

ସମର୍ଥନ ଲୋଡ଼ିବା ସହ ବିଭିନ୍ନ ପ୍ରସଙ୍ଗରେ କଲେ ଆଲୋଚନା ଭୁବନେଶ୍ୱର: ବିଏମସିର ବିଜେଡ଼ି ମେୟର ପ୍ରାର୍ଥୀ ସୁଲୋଚନା ଦାସ ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲି ସାଧାରଣ ଲୋକଙ୍କୁ ଭେଟି ସମର୍ଥନ ଲୋଡିଥିଲେ । ଆଜି ପ୍ରାତଃ ସମୟରେ ଭିମେଶ୍ୱର ଫେଜ୍ ୧, ଫେଜ୍ ୨ ଓ ଭାସ୍କରେଶ୍ୱର ମନ୍ଦିରର ପାର୍କକୁ…

ଇମ୍ଫାରେ ୫୧ ତମ ରାଷ୍ଟ୍ରୀୟ ସୁରକ୍ଷା ସପ୍ତାହ ପାଳିତ

ରାୟଗଡରୁ ସରୋଜ କୁମାର ସାହୁ: ଥେରୁବାଲି ସ୍ଥିତ ଇମ୍ଫା କାରଖାନା ପରିସରରେ ଗତ ତା. ୦୪/୦୩/୨୦୨୨ ରିଖ ଠାରୁ ଆରମ୍ଭ ହୋଇଥିବା ୫୧ ତମ ରାଷ୍ଟ୍ରୀୟ ସୁରକ୍ଷା ସପ୍ତାହ ତା ୧୦/୦୩/୨୦୨୨ ରିଖ ଦିନ ଉଦଯାପିତ ହୋଇ ଯାଇଅଛି । ଇମ୍ଫା ଥେରୁବାଲିର ଉପ-ସଭାପତି ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କେ ଭି…

ଦୁଇ ଦିନିଆ ଉତ୍କଳ କୃଷି ଓ କୃଷକ ମେଳା ଉଦଘାଟନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାଜ ସୀତାପୁର ନିକଟସ୍ଥ ଆଲୁରୀ ନଗର ଠାରେ ଥିବା ସେଞ୍ଚୁରିଅନ ୟୁନିଭରସିଟିର ଅଡ଼ିଟୋରିଅମ ହଲରେ ଏମଏସ: ସ୍ୱାମୀନାଥନ କୃଷି ବିଦ୍ୟାଳୟ ନୁଆଦିଲ୍ଲୀ ସ୍ଥିତ କୃଷି ଜାଗରଣର ମିଳିତ ଆନୁକୂଲ୍ୟରେ ଦୁଇ ଦିନିଆ ଏକ ବିରାଟ ଉତ୍କଳ କୃଷି ଓ…

ତିତିଲିରେ ଅନାଥ ହୋଇଥିବା କୃତି ଛାତ୍ରକୁ ପୁରସ୍କୃତ କଲା ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମୟର କାଳ ଚକ୍ରରେ ତିତିଲି ମହାବାତ୍ୟା ସିନା ପିଲାମାନଙ୍କୁ ଅନାଥ କରି ଚାଲିଗଲା କିନ୍ତୁ ଗଜପତି ଜିଲ୍ଲା ପ୍ରଶାସନ ପିଲାମାନଙ୍କର ଦାୟିତ୍ବ ନେବା ପାଇଁ ତିତିଲି ପରଠାରୁ ଅହରହ ଉଦ୍ୟମ ଜାରି ରଖିଛି । ତାହାର ବଡ଼ ନଜର ଦେଖିବାକୁ ମିଳିଛି ଆଜି…

ବାଂଲାଦେଶରେ ବିଶ୍ୱ ମହିଳା ଦିବସ ପାଳନ କାର୍ଯ୍ୟକ୍ରମରେ ସାମିଲ ହେଲା ସୋଆ

ଭୁବନେଶ୍ୱର: ବିଶ୍ୱ ମହିଳା ଦିବସ ପାଳନ ଅବସରରେ ବାଂଲାଦେଶର ଚଟ୍ଟୋଗ୍ରାମ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଉତ୍ସବରେ ସାମିଲ୍ ହୋଇଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) । ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ସୋଆର ପ୍ରୋଚାନସେଲର ପ୍ରଫେସର ଅମିତ ବାନାର୍ଜି ଯୋଗ ଦେଇଥିଲେ…

ମହିଳାମାନଙ୍କ ନିକଟରେ ସବୁ ପ୍ରକାର ଦାୟିତ୍ୱ ସମ୍ଭାଳିବାର ଦକ୍ଷତା ରହିଛି

ଭୁବନେଶ୍ୱର: ଯେକୌଣସି ଦାୟିତ୍ୱକୁ ସମ୍ଭାଳିବାର ଦକ୍ଷତା ଓ ସାମର୍ଥ୍ୟ ମହିଳାମାନଙ୍କର ରହିଛି ଏବଂ ସେମାନେ ଏହାକୁ ସୁଚାରୁରୂପେ ସଂପାଦନ କରିପାରିଥାନ୍ତି । ଏଭଳି ମତ ରଖିଛନ୍ତି ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରମୁଖ ସଚିବ ଶ୍ରୀମତି ରଞ୍ଜନା ଚୋପ୍ରା । ଶିକ୍ଷା ଓ…