ପୂର୍ବତନ ଭାଜପା ଜିଲ୍ଲା ସଭାପତିଙ୍କ ମାସ୍କ ବଣ୍ଟନ

ନୂଆପଡା ରୁ ଯଶୋବନ୍ତ କୁମାର : ମହାମାରୀ କରୋନାର ନୂଆଁ ସ୍ୱରୂପ ଓମିକ୍ରନକୁ ନେଇ ଆଜି ଚଳନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଛି । ପୂର୍ବତନ ଭାଜପା ଜିଲ୍ଲା ସଭାପତି ତଥା ବର୍ତ୍ତମାନ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସମାଜସେବୀ ଶିବପ୍ରସାଦ ମୁଣ୍ଡ…

ଏଇତ ମଣିଷପଣିଆ

ନୂଆପଡାରୁ ଯଶୋବନ୍ତ କୁମାର : ନୂଆପଡା ଜିଲ୍ଲାପାଳ ସ୍ୱାଧାଦେବ ସିଂ ସିନାପାଲି ବ୍ଲକ କୁ ଅଫିସ କାର୍ଯ୍ୟରେ ଆସିଥିବା ସମୟରେ ନିକଟ ରାସ୍ତାରେ ଥିବା ଏକ ବୁଲା କୁକୁରକୁ ସ୍ନେହରେ ଧରି ନିଜର ସ୍ନେହ କରିଥିଲୋ । ଜିଲ୍ଲାପାଳଙ୍କ ଏହି ମହନୀୟତା ସହିତ ମାନବିକତା କୁ ଦେଖି ନୂଆପଡା ଜିଲ୍ଲାର କୋଣ…

ବାବା ସାହେବ ଅମ୍ବେଦକର ଙ୍କ ମହାପ୍ରୟାଣ ଦିବସ ପାଲିତ

ନୂଆପଡାରୁ ଯଶୋବନ୍ତ କୁମାର : ନୂଆପଡା ଜିଲ୍ଲା ଖରିଆର ରୋଡ ବଜାର ପଡାରେ ବାବାସାହେବ ଅମ୍ବେଦକର ଙ୍କ ମହାପରାୟଣ ଦିବସ ଜିଲ୍ଲା ହଡିପା ଗୁରୁ ମହାସମାଜ ର ସଭାପତି ବିଜୟ ସହିସ ଙ୍କ ସଭାପତିତ୍ୱ ରେ ପାଳିତ ହୋଇଯାଇଛି । ନୂଆପଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ଢୋଲକିଆ…

ସମ୍ମମରେ ହୃଦ୍ ସମସ୍ୟା ଥିବା ଶିଶୁର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର:ସମ୍ ଅଲ୍ଟିମେଟ୍ ମେଡିକେୟାରରେ ହୃଦ ସମସ୍ୟାରେ ପୀଡ଼ିତ ଥିବା ୫ ମାସର ଶିଶୁ ପୁତ୍ରର ହୃଦରୋଗ ବିଶେଷଜ୍ଞ ସଫଳ ଅସ୍ତ୍ରୋପଚାର କରିଛନ୍ତି । ପେଡିଆଟି୍ରକ୍ କାର୍ଡିଆକ୍ କ୍ୟାଥେଟର୍ ଇଂଟରଭେନ୍ସନ୍ ଦ୍ୱାରା ଶିଶୁଟି ସୁସ୍ଥ ହୋଇପାରିଛି । ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା…

ଅଭିଯୁକ୍ତ ଜହ୍ଲାଦ ଗୋବିନ୍ଦ ସାହୁକୁ ଖସାଇବା ଲାଗି ବିଜେପିର ବଡ ଷଡଯନ୍ତ୍ର: ବିଜେଡି

ମମିତା ଘଟଣାରେ ପଦାରେ ପଡିଲା ବିଜେପି ନେତାଙ୍କ ଅସଲ ଚେହେରା ଗୋବିନ୍ଦ ସପକ୍ଷରେ ମାମଲା ଲଢୁଛନ୍ତି ଜଣାଶୁଣା ବିଜେପି ନେତା ଭୁବନେଶ୍ୱର(ଶାସକ ପ୍ରଶାସକ): ମମିତା ମେହେର ହତ୍ୟାା ମାମଲାକୁ ନେଇ ବିଜେପି ତୁମ୍ବିତୋଫାନ କରିବା ସହିତ ଏଭଳି ଏକ ସମ୍ବେଦନଶୀଳ ମାମଲାରେ ରାଜନୈତିକ…

ଆଇଟିଡିଏ କାର୍ଯ୍ୟାଳୟ ଉପରେ ବାରିପଦା ବିଧାୟକଙ୍କ ଚଢ଼ାଉ

ବାରିପଦା / ଦିଲ୍ଲୀପ ମହାନ୍ତି : ଆଜି ପୂର୍ବାହ୍ନ ରେ ବାରିପଦା ବିଧାୟକ ପ୍ରକାଶ ସୋରେନ୍‌ ଙ୍କ ସମେତ ବିଜେପିର ଏକ ପ୍ରତିନିଧି ଦଳ ଆଇ.ଟି.ଡିଏ. ଅଫିସ୍ କୁ ଯାଇ ହେବାକୁ ଥିବା ବିଭିନ୍ନ ପ୍ରକାର କାର୍ଯ୍ୟ ବିଷୟରେ ପି.ଏ ଙ୍କ ସହିତ ଆଲୋଚନା କରିବା ସହିତ ବିଭାଗୀୟ ଅଫିସର ଏବଂ ଯନ୍ତ୍ରୀମାନଙ୍କ…

‘ ଘରକୁ ଫେରିବାକୁ ଡର’ ଲୋକାର୍ପିତ

ଭୁବନେଶ୍ୱର : ଜଣାଶୁଣା କବି ରକ୍ଷକ ନାୟକଙ୍କ କବିତା ସଂକଳନ ' ଘରକୁ ଫେରିବାକୁ ଡର' ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ଵାରା ରାଜଭବନରେ ଉନ୍ମୋଚିତ ହୋଇଯାଇଛି l ଏହି ପୁସ୍ତକର ଉନ୍ମୋଚନ ଅବସରରେ କବି ଶ୍ରୀ ନାୟକଙ୍କ ସହ ପ୍ରକାଶକ 'ଅପୂର୍ବା'ର କ୍ଷୀରୋଦ ପତି ଉପସ୍ଥିତ ଥିଲେ |

ଜିଲ୍ଲାସ୍ତରୀୟ ୫୯ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ବେତାଗୁଡା ସ୍ଥିତ ସଂରକ୍ଷୀତ ସଶସ୍ତ୍ର ଆରକ୍ଷୀ କାର୍ଯ୍ୟାଳୟ ପଡିଆ ଠାରେ ଜିଲ୍ଲାସ୍ତରୀୟ ୫୯ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ

କାଶୀପୁର ରୁ ବୈକୁଣ୍ଠ ଦୁରିଆ :କାଶୀପୁର ନିକଟସ୍ଥ ଅଙ୍ଗଦ କଲୋନି ଠାରେ ଆଜି ସମୟ ପ୍ରାୟ ୧୨ଟା ପାଖାପାଖି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇଜଣଙ୍କ ପ୍ରାଣହାନୀ ଘଟିଛି |ଏକ ବାଇକ ଯୋଗେ ୩ଜଣ କାଶୀପୁର ରୁ ନିଜ ଘରକୁ ଫେରନ୍ତା ବେଳେ କଳାହାଣ୍ଡି ପଟୁ ଏକ ବୋଲେର ଗାଡି ନମ୍ବର OD 08B 1071ଉକ୍ତ…

ପୂର୍ବ ଛାତ୍ରାବାସର ପ୍ରାକ୍ତନ, ଏବର ଅନ୍ତେବାସୀଙ୍କ “ସ୍ମୃତିର ଷଠୀ ଘର” କାର୍ଯ୍ୟକ୍ରମର ଶୁଭାରମ୍ଭ

ପ୍ରIକ୍ ଶତବାର୍ଷିକୀ ପାଳନ ପ୍ରସ୍ତୁତିରେ ଯଶଶ୍ଵୀ କବି ସଚ୍ଚି ରାଉତରାୟଙ୍କ ଗ୍ରାମରୁ ପବିତ୍ର ମୃତ୍ତିକା ସଂଗୃହୀତ ଭୁବନେଶ୍ୱର/କଟକ(ଶାସକ ପ୍ରଶାସକ) : ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠିତ ଇଷ୍ଟ ହଷ୍ଟେଲ ଏହାର ଶତବାର୍ଷିକୀ ପାଳନ କରୁଛି ଡ଼ିସେମ୍ବର ୨୪ ତାରିଖରେ| ଏହି ଐତିହାସିକ…