ନୂଆ ବର୍ଷରେ ସାଧାରଣ ଦର୍ଶନ ବନ୍ଦ: ଛତିଶାନିଯୋଗ ନିଷ୍ପତ୍ତି
ପୁରୀ/ ଅନିମେଶ ପଟ୍ଟନାୟକ : ନୁଆ ବର୍ଷରେ ମିଳିବନି ମହାପ୍ରଭୁଙ୍କ ଦର୍ଶନ। ଡିସେମ୍ବର ୩୧ ତାରିଖ ଓ ଜାନୁଆରି ୧ ତାରିଖ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ଏ ନେଇ ଶୁକ୍ରବାର ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ଅନ୍ୟପଟେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଉତ୍ତର ଦ୍ବାର ପଟେ…