କେତେବେଳେ ବର୍ଷା ତ କେତେବେଳେ ମୋନାଲିସା : ଟାର୍ଗେଟରେ ଚାକିରିଆ

ଯୁବତୀଙ୍କ ନାଁରେ ଫେକ୍ ଆଇଡି ଖୋଲି ଲକ୍ଷ ଲକ୍ଷ ଟଙ୍କା ହଡପ ଅଭିଯୋଗରେ ଯୁବକ ଅଟକ। ପାଲରେ ପକାଇ ଶିକ୍ଷକଙ୍କ ଠାରୁ ବି ନେଇଗଲେ ୧୫ ଲକ୍ଷ ଟଙ୍କା ବୁଗୁଡ଼ା (ଡ଼. କୁମୁଦ ଚନ୍ଦ୍ର ବେହେରା ) : ଫେସବୁକରେ ବିଭିନ୍ନ ଯୁବତୀଙ୍କ ନାମରେ ଫେକ୍ ଆଇଡି ଖୋଲି ପ୍ରଥମେ ଫ୍ରେଣ୍ଡ ରିକ୍ୱେଷ୍ଟ ,ତା’ପରେ…

ରାଜ୍ୟସ୍ତରୀୟ ନୃତ୍ୟ ଉତ୍ସବ ପ୍ରତିଯୋଗିତାରେ ଗଜପତି ଜିଲ୍ଲା ପ୍ରଥମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୂବନେଶ୍ୱର ୟୁନିଟି ତିନି ସ୍ଥିତ ଭାରତ ସ୍କାଉଟ ଓ ଗାଇଡ଼ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଥିବା ସ୍କାଉଟ ଭବନ ଠାରେ ଗତ ୮ ତାରିଖ ଠାରୁ ୧୧ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ରାଜ୍ୟସ୍ତରୀୟ ସ୍କାଉଟ ଓ ଗାଇଡ଼ର ନୃତ୍ୟ ଉତ୍ସବ ଅନୁଷ୍ଠିତ…

ଜନନୀ ଯନ୍ତ୍ରଣା : ରାସ୍ତା ନ ଥୁବାରୁ ୩ କିମି ଷ୍ଟେଚରରେ ବୁହା ହେଲେ ଗର୍ଭବତୀ ମହିଳା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ବ୍ଳକରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା । ରାସ୍ତା ନ ଥିବାରୁ ୩ କିମି ଷ୍ଟେଚର ବୁହା ହେଲେ ଗର୍ଭବତୀ ମହିଳା। ରବିବାର ବିଳମ୍ବିତ ରାତିରେ ଗଜପତି ଜିଲ୍ଲା ମୋହନା ବ୍ଳକ ବାଲିଗଣ୍ଡା ଗାଁର ପୁଷ୍ପାଞ୍ଜଳି ପାଇକଙ୍କ ଗର୍ଭ ଯନ୍ତ୍ରଣା ହେବାରୁ…

ମହେନ୍ଦ୍ରଗିିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟର “ସ୍ୱର୍ଣ୍ଣୋତ୍ସବ”

https://youtu.be/nJ8m2gpwdRY ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର "ସ୍ୱର୍ଣ୍ଣୋତ୍ସବ" ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ…

ଋତୁପର୍ଣ୍ଣା କଳା ଓ ସାହିତ୍ୟ ସଂସଦ ତିର୍ତ୍ତୋଲ ଦ୍ୱାରା ଦୁଃଶାସନ ନାୟକ ସମ୍ବର୍ଦ୍ଧିତ

ଅସ୍ତରଙ୍ଗ: ପୁରିଜିଲା ଅସ୍ତରଙ୍ଗ ବ୍ଲକ ର ବରିଷ୍ଠ ତଥା ବର୍ଷିଆନ ଗଣମାଧ୍ୟମ ପ୍ରତିନିଧି ଶ୍ରୀ ଦୁଃଶାସନ ନାୟକଙ୍କୁ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ଅଗ୍ରଣୀ ସାହିତ୍ୟ ଓ କଳା ଅନୁଷ୍ଠାନ ଋତୁପର୍ଣ୍ଣା ତରଫରୁ ସମ୍ବର୍ଦ୍ଧିତ କରାଯାଇଅଛି । ଏହି ଉପଲକ୍ଷେଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରବର୍ତ୍ତିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ମାଆମାନଙ୍କ ପାଇଁ ସୁରକ୍ଷା କବଚ:…

ବୁହାଳୋ ପଞ୍ଚାୟତରେ ମନ୍ତ୍ରୀ ପ୍ରତାପ ଜେନା ବାଣ୍ଟିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ମହିଳା ସମାବେଶ-ସମୀକ୍ଷା ବୈଠକ ନିଶ୍ଚିନ୍ତକୋଇଲି ରୁ ଦେବେନ୍ଦ୍ର ଷଡ଼ଙ୍ଗୀ: ନିଶ୍ଚିନ୍ତକୋଇଲି ବ୍ଲକ ବୁହାଳୋ ଗ୍ରାମପଂଚାୟତରେ ମହିଳା ସ୍ୱୟଂ ସହାୟକ…

କଂଗ୍ରେସ ମୁଖ୍ୟାଳୟରେ ପଶି ପୋଲିସର ମାଡ ଘଟଣା: ପୁରୀ ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସର ନିନ୍ଦା; ଏସପି ଅଫିସ ଘେରାଉ

ପୁରୀ/ଅନିମେଶ ପଟ୍ଟନାୟକ : ମମିତା ମେହେରକୁ ନ୍ୟାୟ ଓ ରାଜ୍ୟ କଂଗ୍ରେସ ମୁଖ୍ୟାଳୟରେ ପୋଲିସର ପ୍ରବେଶ ଓ ଦମନଲିଳା ବିରୁଦ୍ଧରେ ଏସପି ଅଫିସ ଘେରିଛି ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ । ପୋଲିସର ମାତ୍ରାଧିକ ଓ ବର୍ବୋରଚିତ କାର୍ଯ୍ୟ ବିରୁଦ୍ଧରେ ସ୍ୱର ଉଠାଇଛି କଂଗ୍ରେସ । ଯୁବ କଂଗ୍ରେସ ରାଜ୍ୟ…

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା : ସାମିଲ ହେଲା କଟକ ଓ ଖୋର୍ଦ୍ଧା ଜିଲ୍ଲା

କଟକର ୧୮ ଲକ୍ଷ ଓ ଖୋର୍ଦ୍ଧାର ୧୪ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧା ସୁସ୍ଥ ଓଡିଶା ଓ ସୁଖୀ ଓଡିଶା ଲକ୍ଷ୍ୟ ପୂରଣ ଦିଗରେ ରାଜ୍ୟ ସରକାରଙ୍କର ପ୍ରତିବଦ୍ଧତାର୍ ନିଦର୍ଶନ ହେଉଛି ସ୍ମାର୍ଟ ହେଲ୍‌ଥ କାର୍ଡ  ଓଡିଆ ସ୍ୱାଭିମାନର ସୁରକ୍ଷା ପାଇଁ ଲଢେଇ ଜାରୀ ରହିବ -…

କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲରେ ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିଲା ସ୍ୱତନ୍ତ୍ର…

ଭୁବନେଶ୍ୱର : କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ରେ ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ସ୍ପେସାଲ୍‍ ଏଜୁକେସନ୍‍ ନିଡ୍‍ସ (ଏସ୍‍ଇଏନ୍‍) ଗ୍ଲୋବ୍‍ ରବିବାର ଉଦ୍‍ଘାଟିତ ହୋଇଯାଇଛି । ଏଥିରେ ବିଭିନ୍ନ ବର୍ଗର ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ…

ସିରଜିନା ସାହିତ୍ୟ ଆରୁ ସାଂସ୍କୃତିକ ଅନୁଷ୍ଠାନର ରୌପ୍ୟ ଜୟନ୍ତୀ ପାଳିତ ।

ପଦ୍ମପୁର(ଶାସକ ପ୍ରଶାସକ)- ରବିବାର ଦିନ ସିରଜିନା ସାହିତ୍ୟ ଆରୁ ସାଂସ୍କୃତିକ ଅନୁଷ୍ଠାନ ପାଳନ କଲା ସିରଜିନା ରୌପ୍ୟ ଜୟନ୍ତୀ. ସୁଶ୍ରୀ ଜିତେଶ୍ବରୀ ଦାଶଙ୍କ ସଭାପତି ତ୍ବ ରେ ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା | ମୁଖ୍ୟ ଅତିଥି ରୂପେ ଶ୍ରୀ ମନୋରଞ୍ଜନ ସାହୁ ଓ ଦେବାଶିଷ ରଥ ଯୋଗ ଦାନ କରିଥିଲେ|…