ନୀତିଶାସ୍ତ୍ର ଓ ମୂଲ୍ୟବୋଧ (‘Ethics and Values’) ଶିକ୍ଷାର ପାଠ୍ୟଖସଡ଼ା ଉନ୍ମୋଚନ
ମୂଲ୍ୟବୋଧର ଅବକ୍ଷୟ ରୋକିବା ନିମନ୍ତେ ନୀତିଶାସ୍ତ୍ର ଶିକ୍ଷା ନିତାନ୍ତ ଜରୁରୀ: ମନ୍ତ୍ରୀ ଡ. ଅରୁଣ କୁମାର ସାହୁ
ଭୁବନେଶ୍ୱର(ଶାସକ ପ୍ରଶାସକ) : ମାନବ ଜୀବନରେ ମୂଲ୍ୟବୋଧର ଅବକ୍ଷୟକୁ ରୋକିବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ନୀତିଶାସ୍ତ୍ର ଓ ମୂଲ୍ୟବୋଧର ଶିକ୍ଷା ପ୍ରଦାନ କରାଯିବା ନିତାନ୍ତ…