କଳ୍ପନା ମାଝୀ ବରଗଡ ମ୍ୟୁନିସିପାଲିଟିର ନୂତନ ଅଧ୍ୟକ୍ଷା
ବରଗଡ :- ବରଗଡ଼ ଜିଲ୍ଲା ବରଗଡ଼ ମ୍ୟୁନିସିପାଲିଟିର ନୂତନ ଅଧ୍ୟକ୍ଷା ଭାବରେ ବିଜୁ ଜନତା ଦଳର କଳ୍ପନା ମାଝୀ ନିଜର ନିକଟତମ ପ୍ରତିଦ୍ବନ୍ଦୀ ଅନୁରାଧା ଅଗ୍ରୱାଲ ଙ୍କର ଠାରୁ 6442 ଖଣ୍ଡ ଭୋଟ ବ୍ୟବଧାନ ରେ ବିଜୟ ଲାଭ କରିଛନ୍ତି । ଚଳିତ ଥର କୁ ମିଶାଇ ବରଗଡ଼ ବାସୀ ଚତୁର୍ଥ ଥର ପାଇଁ ବିଜେଡି କୁ…