ଲାଠିକଟା ଶିଶୁ ମନ୍ଦିରରେ ଉତ୍କଳ ଦିବସ
ସୁନ୍ଦରଗଡ଼ - ଲାଠିକଟା ଏସବିଆଇ କଲୋନୀ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରରେ ଆଜି ଧୁମଧାମରେ ଉତ୍କଳ ଦିବସ ପାଳିତ ହୋଇଯାଇଛି | ସର୍ବପ୍ରଥମେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଫୋଟୋ ଚିତ୍ରରେ ଧୂପ, ଦୀପ, ପୁଷ୍ପ ଅର୍ପଣ ପୂର୍ବକ ପୂଜାର୍ଚନା ପରେ ସାମୁହିକ ଭାବରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା…