ସାପ୍ତାହିକ ହାଟରେ ବିଜେପିର ସର୍ବତ ପାଣି ବଣ୍ଟନ।
ଜୁନାଗଡ଼/ ଆଦିତ୍ୟ ମହାନ୍ତି: ବିଜେପି ର ପ୍ରତିଷ୍ଠା ଦିବସ ଓ ସେବା ସପ୍ତାହ ପାଳନ ଅବସରରେ ସ୍ଥାନୀୟ ରବିବାର ସାପ୍ତାହିକ ହାଟରେ ପିଜେପି ପକ୍ଷରୁ ସର୍ବତ ପାଣି ବଣ୍ଟନ କରାଯାଇଥିଲା।ବର୍ତମାନ ଜିଲ୍ଲାରେ ଟାଣ ଖରା ବୃଦ୍ଧି ପାଇବାରେ ଲାଗିଛି। ଲୋକେ ବାହାରୁ ବାହାରିବା ମୁସ୍କିଲ ହୋଇପଡିଛି।ରବିବାର…