କୋଭିଡ ନିୟମ ପାଳନ କରିବାକୁ ଜିଲ୍ଲାପାଳ ନୀଖିଲ୍ ପବନ କଲ୍ୟାଣଙ୍କ ନିବେଦନ।
ରାଉରକେଲା,/ ବସନ୍ତ ଜେନା :,କୋଭିଡ୍ ସଂକ୍ରମଣ ଏବେ ଆମ ଦେଶ ତଥା ରାଜ୍ୟରେ ପୁଣିଥରେ ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ଏହି ଗାଇଡଲାଇନକୁ ପାଳନ କରିବା ସହ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତାମୂଳକ…