ସୁରଟ ଯାତ୍ରା ହେଲା ଆହୁରି ସହଜ
ସୁରଟ (ଉଧନା) – ବ୍ରହ୍ମପୁର ଅମୃତ ଭାରତ ଏକ୍ସପ୍ରେସର ନିୟମିତ ଚଳାଚଳ
ଭୁବନେଶ୍ୱର, ଜୁଲାଇ ୦୮, ୨୦୨୬: ଓଡ଼ିଶା ଏବଂ ଗୁଜରାଟ ମଧ୍ୟରେ ଯାତ୍ରୀଙ୍କ ସୁବିଧା ଏବଂ ରେଳ ସଂଯୋଗକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଭାରତୀୟ ରେଳବାଇ ୧୯୦୨୧/୧୯୦୨୨ ସୁରଟ (ଉଧନା)–ବ୍ରହ୍ମପୁର–ସୁରଟ (ଉଧନା) ଅମୃତ ଭାରତ…