ଝାଞ୍ଜ ପାହାଡ଼ ରୁ ଗତକାଲି ଠାରୁ ହୋଇଥିଲେ ନିଖୋଜ
ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ଝାଞ୍ଜ ପାହାଡ଼ କୁ ବାରିହାପାଲି ଗ୍ରାମରୁ ୯ ଜଣ ସାଙ୍ଗ ହୋଇ ବୁଲିବାକୁ ଯାଇଥିବା ବେଳେ ସେଠାରୁ ୨ ଜଣ ରାଜ ମଲ୍ଲିକ ଓ ଗଣେଶ ଡୁଡ଼ୁକା ନିଖୋଜ ପାହାଡ ର ଅପରପାର୍ଶ୍ୱ ଛତିଶଗଡ କୁ ଚାଲି ଯାଇଥିଲେ। ଗତକାଲି ଠାରୁ ବନବିଭାଗ, ଦମକଳ ବାହିନୀ ପକ୍ଷରୁ ଖୋଜାଖୋଜି ଚାଲିଥିବା ବେଳେ ଆଜି ଛତିଶଗଡ ରାଜ୍ଯ ମହାସମୁନ୍ଦ ଜିଲ୍ଳା ଅର୍ନ୍ତଗତ ବନୁଭଟା ଠାରୁ ଉଦ୍ଧାର ହୋଇଥିବା ପଦ୍ମପୁର ଥାନା ଅଧିକାରୀ କ୍ରିସ ସମରିଆ ସୂଚନା ଦେଇଛନ୍ତି।