ଜଗତସିଂହପୁର ଜିଲ୍ଲାରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ
ଜଗତସିଂହପୁର /ସୁମନ୍ତ କୁମାର ଦାସ: ଶନିବାର ଦିନ ସଦ୍ ଭାବନା ସଭା ଗୃହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜଗତସିଂହପୁର ଠାରେ ଶିଶୁ ପାଇଁ -ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ବୈଠକରେ ସମନ୍ୱତ ଭାବେ ଜିଲ୍ଲା ବାଲ୍ୟ ବିବାହ ନିରୋଧ କମିଟି, ଜିଲ୍ଲା ଶିଶୁ ମଙ୍ଗଳ ସମିତି ଜିଲ୍ଲା…