କୋସଲ ଯୁବଶକ୍ତି ତରଫରୁ ମାଗଣା ଚକ୍ଷୁ ଶିବିର
ବରଗଡ଼ : ଆଜି କୋସଲ ଜୁବ ଶକ୍ତି ଓ ତ୍ରିଲୋଚନ ନେତ୍ରାଲୟ ସମ୍ବଲପୁରର ମିଲିତ ଆନୁକୂଲ୍ୟରେ ଡାଂଗବାହାଲ ପଂଚାୟତ କାର୍ଯ୍ୟାଳୟ ପରିସରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଡ ସାକେତ ଶ୍ରୀଭୁଷଣ ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଲେ ସମ୍ମାନିତ…