ଚୋରା ଦେଶୀମଦ ଜବତ : ୫ଜଣ ଗିରଫ

ବାସୁଦେବପୁର (ପ୍ରତାପ କୁମାର ପାଢ଼ୀ)ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣରେ ଦେଶି ବିଦେଶୀ ମଦ ଜବତ । ବାସୁଦେବପୁର ଅବକାରୀ ବିଭାଗ ପକ୍ଷରୁ ବାସୁଦେବପୁରର ବିଭିନ୍ନ ଅଞ୍ଚଳରୁ ଚାଢାଉ କରାଯାଇ ବିପୁଳ ପରିମାଣର ଚୋରା ଦେଶୀ ବିଦେଶୀ ମଦ ଜବତ କରାଯାଇଛି । ବିଭିନ୍ନ ଯାଗାରୁ ୮୫ ଲିଟର ଦେଶି ଓ…

ଜିଆଇଇଟି ବିଶ୍ଵ ବିଦ୍ୟାଳୟ ଗୁଣୁପୁରରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ- ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ଗୁଣୁପୁର ପରିସରରେ ଆଜି ଜାତୀୟ ସେବା ଯୋଜନା ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।ଏହି ଅବସରରେ ବିଶ୍ଵ ବିଦ୍ୟାଳୟର ମହା ନିର୍ଦେଶକ ଡ଼ଃ ଜଗଦୀଶ ପଣ୍ଡା, ରେଜିଷ୍ଟ୍ରାର ଡ଼ଃ ଏନ. ଭି. ଜଗନ୍ନାଧା…

୧୪ ରୁ ୧୭ ଯାଏ ବନ୍ଦ ରହିବ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର

ବରଗଡ :- ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ଆସନ୍ତା ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନଙ୍କର ଦର୍ଶନ ନିମନ୍ତେ ବନ୍ଦ ରହିବ । କୋରୋନା ସଂକ୍ରମଣ କ୍ରମାଗତ ଭାବରେ ବୃଦ୍ଧି ପାଉଥିବା କାରଣରୁ ମନ୍ଦିର ବନ୍ଦ ରଖିବା ପାଇଁ…

କରୋନା ଓମିକ୍ରନ୍ କଟକଣା ନେଇ ଗୁଣୁପୁର ପୁଲିସର ସଚେତନତା ଅଭିଯାନ

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି କରୋନା ଅମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଏହି ତୁଳନାରେ ରାୟଗଡା ଜିଲ୍ଲାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ଗୁଣୁପୁର ପୁଲିସ ତରଫରୁ ଆରମ୍ଭ ହୋଇଛି ସଚେତନତା ଅଭିଯାନ । ଆଜି…

ଖୋର୍ଦ୍ଧା ଜିଲ୍ଲାରେ ଲଘୁ ଖଣିଜର ଚୋରା ଚାଲାଣ ବିରୁଦ୍ଧରେ ଜିଲ୍ଲା ପ୍ରଶାସନର ପଦକ୍ଷେପ

ଭୁବନେଶ୍ୱର(ଶାସକ ପ୍ରଶାସକ ) : ଖୋର୍ଦ୍ଧା ଜିଲ୍ଲା ଏହାର ଭୌଗୋଳିକ ସ୍ଥିତିକୁ ନେଇ ଲଘୁ ଖଣିଜ ସମ୍ପଦରେ ଭରପୁର ଅଟେ । ଏହି ଜିଲ୍ଲାର ଖୋର୍ଦ୍ଧା,ବେଗୁନିଆ,ଟାଙ୍ଗୀ, ନିକଟବର୍ତ୍ତୀ ଅଞ୍ଚଳ ମୋରମ,ମାଙ୍କଡା ପଥର ଏବଂ ବ୍ଲାକ ମେଟାଲ ଷ୍ଟୋନରେ ସମୃଦ୍ଧ ଥିବା ବେଳେ ଭୁବନେଶ୍ଵର ଏବଂ ଏହାର…

ଲଳିତ ନାୟକ ସ୍ମୃତି ସପ୍ତାହ ପାଳନ:ରକ୍ତଦାନ ଶିବିରରେ ୫୧ ୟୁନିଟ୍ ରକ୍ତ ସଂଗ୍ରହ

ବଲାଙ୍ଗିର, (ନିରୋଜ ମିଶ୍ର)- ଆଜି ସ୍ଥାନୀୟ ସାମ୍ବାଦିକ ଭବନଠାରେ ସ୍ୱର୍ଗତ ଲଳିତ ନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଲଳିତ ନାୟକ ସ୍ମୃତି ସପ୍ତାହ ପାଳନର ଶୁଭ ଉଦ୍ଘାଟନି ସମାରୋହ ଅନୁଷ୍ଠିତ ହୋଇଯାଇଛି । ଲଳିତ ନାୟକ ସ୍ମୃତି କମିଟି ଓ ଲଳିତ ନାୟକ ଫାଉଣ୍ଡେସନ ଆନୁକୁଲ୍ୟରେ…

କୋଭିଡ ଉପଯୋଗୀ ଆଚରଣ ପାଳନ କରିବାକୁ ଆରଏମସି କମିଶନର ଡା ଶୁଭଙ୍କର ମହାପାତ୍ରଙ୍କ ଅନୁରୋଧ।

ରାଉରକେଲା,(ବସନ୍ତ ଜେନା):ରାଉରକେଲା ସହରରେ କୋଭିଡର ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ମହାନଗର ନିଗମ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ବିଶେଷକରି କୋଭିଡ୍ ପରୀକ୍ଷା, ଚିକିତ୍ସା ଏବଂ ଟିକାକରଣ ଉପରେ ଗୁରୁତ୍ୱ ଦିଆଯିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋଭିଡ୍ ନିୟମ…

କିଟ୍‍ ପ୍ଲେସ୍‍ମେଣ୍ଟ ୨୦୨୨: ସର୍ବାଧିକ ପ୍ୟାକେଜ ୫୨ଲକ୍ଷ ଟଙ୍କା

ଭୁବନେଶ୍ୱର,: କରୋନା ମହାମାରୀ ଭଳି କଠିନ ସମୟରେ ଚଳିତ ବର୍ଷ କିଟ୍‍ରେ ରେକର୍ଡ଼ ପ୍ଲେସ୍‍ମେଣ୍ଟ୍‍ ହୋଇପାରିଛି । କିଟ୍‍ର ୨୦୨୨ ପାସ୍‍ ଆଉଟ ବ୍ୟାଚ୍‍ ପାଇଁ ଜୁଲାଇ ମାସରୁ ଆରମ୍ଭ ହୋଇଥିଲା । ୨୦୨୧ ଡିସେମ୍ବର ସୁଦ୍ଧା ୫୦ଟି ନୂଆ କମ୍ପାନୀ ସହ ୨୭୦ଟି କମ୍ପାନୀ କିଟ୍‍କୁ କ୍ୟାମ୍ପସ୍‍…

ନୟାଗଡ଼ :ସିନ୍ଦୁରିଆ ଅଞ୍ଚଳରୁ ୪ଜଣ ବ୍ରାଉନସୁଗାର ବେପାରୀ ଗିରଫ

ନୟାଗଡ଼ (ବିଶ୍ୱଜିତ ନାୟକ): ନୟାଗଡ଼ ଟାଉନ ଥାନା ପୁଲିସ ଆଜି ନୟାଗଡ଼ ସହରାଞ୍ଚଳ ପାଖ ସିନ୍ଦୁରିଆ ଅଞ୍ଚଳରୁ ୪ଜଣ ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି । ସେମାନଙ୍କ ନିକଟରୁ ୮.୧୫୦ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ଅନ୍ୟ…

କୋଭିଡ ମାର୍ଗଦର୍ଶିକା ଅବମାନନା କାରଣରୁ କୁଜଙ୍ଗ ଅଂଚଳରେ ଅପେରା ବାତିଲ

ଜଗତସିଂହପୁର/ସୁମନ୍ତ କୁମାର ଦାସ: କୋଭିଡ-୧୯ ମାର୍ଗଦର୍ଶିକା ଅନୁପାଳନରେ ଉଲଂଘନ କାରଣରୁ କୁଜଙ୍ଗ ବ୍ଲକ ପୂର୍ବରୁ ପ୍ରଦାନ କରାଯାଇଥିବା ଯାତ୍ରା ଅନୁମତି ଜିଲ୍ଲା ପ୍ରଶାସନ ଦ୍ୱାରା ରଦ୍ଧ କରାଯାଇଛି l କୁଜଙ୍ଗ ତହସିଲଦାର ଓ ଆରକ୍ଷୀ ନିରୀକ୍ଷକ, କୁଜଙ୍ଗଙ୍କ ରିପୋର୍ଟ ଆଧାରରେ ଆଗରୁ ପ୍ରଦାନ…