ଗାଙ୍ଗପୁର ଥାନାରେ ‘ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ଅନୁଷ୍ଠିତ: ଥାନା ଏବଂ ହାଜତ ବୁଲି ଦେଖିଲେ ଛାତ୍ରୀ
ବେଲଗୁଣ୍ଠା:୮/୫-(ଶିବରାମ ଚୌଧୁରୀ )-ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧ ରୋକିବା ଏବଂ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ଓଡ଼ିଶା ପୋଲିସର ‘ମହିଳା ଓ ଶିଶୁ ଅପରାଧ ଶାଖା' ପକ୍ଷରୁ ଓଡ଼ିଶାର ସମସ୍ତ ଥାନାରେ ‘ଜୁଭେଣ୍ଟିକା’ ନାମକ ଏକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ…