ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଗଜପତି

ଭୁବନେଶ୍ୱର (ଶାସକ ପ୍ରଶାସକ)- ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ନବୀନ ନିବାସ ଠାରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ | ସାକ୍ଷାତ ସମୟରେ ବିଭିନ୍ନ ପ୍ରସଙ୍ଗରେ ଦୁହିଁଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି |…

ମୁଁ ଅସ୍ତ୍ର ଛାଡିନି, ମୁଁ ବେପାରୀ ନୁହଁ ଯେ ଡିଲ କରିବି : ପ୍ରସାଦ ଖୋଲିଲେ ମୁହଁ

ଭୁବନେଶ୍ୱର (ଶାସକ ପ୍ରଶାସକ) : ପଞ୍ଚାୟତିରାଜ ନିର୍ବାଚନ ପାଇଁ ଓ ଦଳ ଭିତରେ ଦୀର୍ଘଦିନର ତାଙ୍କର ନୀରବତାକୁ ନେଇ ଚାଲିଥିବା ଗଣମାଧ୍ୟମ ଚର୍ଚା ଓ ଦଳୀୟ ନେତାଙ୍କ ମନ୍ତବ୍ୟ ଉପରେ ମୁହଁ ଖୋଲିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ | ପ୍ରସାଦ କହିଛନ୍ତି ଯେ…

ପୃଥ୍ୱୀରାଜ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଉଦଘାଟିତ: ଆମ୍ବବାହାଲ ସେମିରେ

ପଦ୍ମପୁର : ପଦ୍ମପୁର ନିକଟସ୍ଥ ବାଦିମାଲ ଠାରେ ଏମ.ଏଲ.ସି.ସି. ଦ୍ଵାରା ଆୟୋଜିତ ୧୮ତମ ପୃଥ୍ୱୀରାଜ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ମ୍ୟାଚରେ ଆମ୍ବବାହାଲ ଦଳ ବାଞ୍ଜେନମୁଣ୍ଡା ଦଳକୁ ଓ ପରବର୍ତ୍ତୀ ମ୍ୟାଚରେ ଦହିତା ଦଳକୁ ହରାଇ ଏବଂ ଗଡ଼ଭାଟି ଦଳ…

ବଡ଼ଚଣାରେ ସାଧାରଣତନ୍ତ୍ର ଦିବସ ପାଳନ

ବଡ଼ଚଣାରୁ ପ୍ରଫୁଲ୍ଲ କୁମାର ସାହୁ : ଚଣ୍ଡିଖୋଲ ସ୍ଥିତ ସମାଜ ବିକାଶ କର୍ମଜୀବୀ  ଶ୍ରମିକ ସଂଘ ଓ ଜିଲ୍ଲା ସମନ୍ୱୟ  କମିଟି ତରଫରୁ  ଚଣ୍ଡିଖୋଲଠାରେ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି |  ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷକ ନେତା  କମ୍ରେଡ ଜଚିନ୍ଦ୍ର୍ ଜେନା ପତାକା ଉତ୍ତୋଳନ କରିଥିଲେ |…

ମଇତାପୁର ହସ୍ପିଟାଲରେ ତେସ୍ତରିତମ ସାଧାରଣତନ୍ତ୍ର ଦିବସ ପାଳିତ

ସିମୁଳିଆ( ଅକ୍ଷୟ କୁମାର ଜେନା): ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ମଇତାପୁର ହସ୍ପିଟାଲରେ ତେସ୍ତରି ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହେଇ ଯାଇଛି। କୋଭିଡ୍ ନିୟମ କୁ ଆଖି ଆଗରେ ରଖି ଏହା ପାଳିତ ହୋଇଥିଲା। ଦୀର୍ଘ ଦିନ ଧରି ଏହି ବେସରକାରୀ ହସ୍ପିଟାଲଟି ସେବା ଯୋଗାଇ ଆସୁଥିବା ବେଳେ ଜଣେ…

ଗୁଣପୁରରେ ୭୩ତମ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ :୭୩ତମ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ଗୁଣପୁର ମିନି ଷ୍ଟାଡିୟମରେ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଯୋଗଦେଇ ସକାଳ ଘ.୮. ୩୦ମି ରେ ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଡ୍ ଅଭିବାଦନ ଗ୍ରହଣ…

ଗୁଣପୁର ପ୍ରେସ ୟୁନିଅନ ର ପ୍ରଥମ ପ୍ରତିଷ୍ଠା ଦିବସ ଏବଂ ସ୍ବେଛାକୃତ ରକ୍ତ ଦାନ ଶିବିର ।

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ପବିତ୍ର 73ତମ ସାଧାରଣତନ୍ତ୍ର ଦିବସ ଅବସର ରେ ଗୁଣୁପୁର ପ୍ରେସ ୟୁନିଅନ ତରଫରୁ ପ୍ରେସ ୟୁନିଅନର ପ୍ରଥମ ପ୍ରତିଷ୍ଠା ଦିବସ ଏବଂ ସ୍ବେଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ସଦର ହସ୍ପିଟାଲର ବ୍ଲଡ଼ ବ୍ୟାଙ୍କ ରେ ଅନୁଷ୍ଠିତ ହୋଇଥିଲା ଏହି ଅବସର ରେ ମୁଖ୍ୟଅତିଥି…

ବିଜେଡି କାର୍ଯ୍ୟାଳୟ ରେ ରକ୍ତ ଦାନ ଶିବିର ଅନୁଷ୍ଠିତ

ରବି ନାରାୟଣ ସାହୁ ଙ୍କ ରିପୋର୍ଟ(ଖୋର୍ଦ୍ଧା)--ପବିତ୍ର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡ଼ିଶା-"ମୋ ପରିବାର" ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ଶ୍ରୀ ଦିଲ୍ଲୀପ କୁମାର ହୋତାଙ୍କ ସଂଯୋଜନାରେ ବିଜୁ ଜନତା ଦଳ କାର୍ଯ୍ୟାଳୟ ଖୋରଧା ଠାରେ ଅନୁଷ୍ଠିତ ରକ୍ତଦାନ ଶିବିରରୁ ମୋଟ ୪୧ ୟୁନିଟ ରକ୍ତ…

ଧାନ କ୍ଷେତରେ ପତାକା ଉତ୍ତୋଳନ କଲେ ଚାଷୀ

ରବି ନାରାୟଣ ସାହୁ (ଖୋର୍ଦ୍ଧା)--ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ କଡ଼ବ ଗ୍ରାମରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଷୀ ଆଜି ଚାଷ କ୍ଷେତରେ ଏକତ୍ରିତ ହୋଇ ପତାକା ଉତ୍ତୋଳନ କରିଥିଲେ । ଚାଷୀଟି ସଦାସର୍ବଦା ଦୁଃଖ କଷ୍ଟରେ ନିଜର ତୁଣ୍ଡ ଝାଳ ମୁଣ୍ଡରେ ମାରି ବର୍ଷ ସାରା ପରିଶ୍ରମ…

ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ପୁରୀ/ଅନିମେଶ ପଟ୍ଟନାୟକ:ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ମୌଲନା ଆଜାଦ, ଡଃ ଆମ୍ବେଦକର, ସରୋଜିନୀ ନାଇଡୁ, ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୁଦନ ଦାସ, ଗୋପବନ୍ଧୁ…