ପଞ୍ଚମ ବାର୍ଷିକ ଅଷ୍ଟ ପ୍ରହର ଭାଗବତ ନାମ ଯଜ୍ଞ
ଖୋର୍ଦ୍ଧା,/ ରବି ନାରାୟଣ ସାହୁ- ବୋଲଗଡ଼ ବ୍ଲକ ଅନ୍ତର୍ଗତ ଆରିକମା ଗ୍ରାମର ନିଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ମା କୋଶଳା ଶୁଣୀ ମନ୍ଦିର ନିକଟସ୍ଥ ବ୍ରହ୍ମ ଅବଧୂତ ଭାଗବତ ଶୂନ୍ୟ ଆଶ୍ରମ ପରିସରରେ ପଞ୍ଚମ ବାର୍ଷିକ ଅଷ୍ଟ ପ୍ରହର ଭାଗବତ ନାମ ଯଜ୍ଞ ଓ ସାଧୁ ମେଳା ଧନୀ ବାବାଙ୍କ ଆବାହକତ୍ୱରେ ଅନୁଷ୍ଠିତ…