ଇଲେଭେନ ଷ୍ଟାର କ୍ରିକେଟ କପ: ସେମିରେ ବୁଡେନ ।
ପଦ୍ମପୁର (ଶାସକ ପ୍ରଶାସକ)-ପଦ୍ମପୁର ନିକଟସ୍ଥ ଦହିତା ସ୍କୁଲ ପଡ଼ିଆ ରେ ଇଲେଭେନ ଷ୍ଟାର ଦ୍ଵାରା ଆୟୋଜିତ ୧୧ ତମ ଇଲେଭେନ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନ ପ୍ରଥମ ମ୍ୟାଚରେ ବ୍ରାହ୍ମଣ ଡ଼ିହି ବାଦୀମାଲ ଦଳକୁ ହରାଇ ଏବଂ ଦ୍ବିତୀୟ ମ୍ୟାଚ ରେ ବ୍ରାହ୍ମଣ ଡ଼ିହି ବାଦୀମାଲ ଦଳକୁ ହରାଇ…