ଧୂପକାଠି ଉତ୍ପାଦନ ତାଲିମ କେନ୍ଦ୍ର ପରିଦର୍ଶନ କଲେ ପିଏ ଆଇଟିଡିଏ : ଉନ୍ନତ ମାନର ଧୂପକାଠି ପ୍ରସ୍ତୁତ କରିବା ପାଇଁ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ମୁନିସିଂ ଗ୍ରାମ ଠାରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଚାଲୁ ରହିଥିବା ଧୂପକାଠି ୟୁନିଟର ପରିଦର୍ଶନ ଓ ସମୀକ୍ଷା କରିଛନ୍ତି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ର ପ୍ରକଳ୍ପ…

ସାମ୍ବାଦିକଙ୍କ ବିୟୋଗରେ ଖୋର୍ଦ୍ଧା ସାମ୍ବାଦିକ ଭବନରେ ଶୋକସଭା ଅନୁଷ୍ଠିତ

ଖୋର୍ଦ୍ଧା/ ରବି ନାରାୟଣ ସାହୁ : କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମ ପୁର ଠାରେ ଏକ ଦୁଃଖଦ ଘଟଣା ଘଟିଛି କାର୍ଯ୍ୟରତ ଧରିତ୍ରୀ ଖବର କାଗଜର ଯୁବ ସାମ୍ବାଦିକ ରୋହିତ ବିଶ୍ୱାଳ ଖବର ସଂଗ୍ରହ କରିବାକୁ ଯିବା ବାଟରେ ମାଓବାଦୀ ମାନେ ଲ୍ୟାଡ଼ ମାଇନି ବିଛେଇ ଥିବା ବେଳେ ବିସ୍ଫୋରଣ ଘଟି ସାମ୍ବାଦିକ ଜଣକ…

ତିର୍ତ୍ତୋଲ ସାମ୍ବାଦିକ ସଂଘର ବନ୍ଧୁ ମିଳନ

ଜଗତସିଂହପୁର/ ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝୁଲା ବାବା ମଠ ଠାରେ ତିର୍ତ୍ତୋଲ ସାମ୍ବାଦିକ ସଂଘର ଏଜ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା। ସଭାପତି ରମାକାନ୍ତ ରାଉଳ ଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସଂଘର ଉନ୍ନତି ପାଇଁ ସମସ୍ତ…

କୃଷ୍ଣାନନ୍ଦପୁର ପଞ୍ଚାୟତରେ ପ୍ରାର୍ଥୀ ମାଗୁଛନ୍ତି ଭୋଟ ଭିକ୍ଷା

ଜଗତସିଂହପୁର/ସୁମନ୍ତ କୁମାର ଦାସ:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ଗାଁ ଗହଳିରେ ରାଜନୀତି ସରଗରମ ହେବାରେ ଲାଗିଛି | ଜଗତସିଂହପୁର ଜ଼ିଲ୍ଲା ତିର୍ତ୍ତୋଲ ବ୍ଲକ କୃଷ୍ଣାନନ୍ଦପୁର ପଞ୍ଚାୟତରେ ପାର୍ଥିମାନେ ନିଜ ନିଜ ସମର୍ଥନ ମାନଙ୍କ ସହିତ ଘର ଘର ବୁଲି ଭୋଟ ଭିକ୍ଷା କରୁଥିବା…

ବସନ୍ତ ପଞ୍ଚମୀ ଉପଲକ୍ଷେ ସିର୍ଜିନା ସାହିତ୍ୟ ଏବଂ ସାଂସ୍କୃତିକ ଅନୁଷ୍ଠାନରେ କବିତା ଆସର ଆୟୋଜିତ ।

ପଦ୍ମପୁର (ଶାସକପ୍ରଶାସକ)- ଶନିବାର ଦିନ ବସନ୍ତ ପଞ୍ଚମୀ ଉପଲକ୍ଷେ ସିର୍ଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଏକ ଆଭାସୀ କବିତା ଆସର ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନ ର ଉପସଭାପତି ତଥା ଯୁବକବି ରାଧାମୋହନ ପୂଜାହାରୀ ଙ୍କ ସଭାପତିତ୍ୱରେ ଉକ୍ତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର…

ଇଲେଭେନ ଷ୍ଟାର କ୍ରିକେଟ କପ: ସେମିରେ ଗଡଭାଟି ।

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ନିକଟସ୍ଥ ଦହିତା ସ୍କୁଲ ପଡ଼ିଆ ରେ ଇଲେଭେନ ଷ୍ଟାର ଦ୍ଵାରା ଆୟୋଜିତ 11ତମ ଇଲେଭେନ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନ ପ୍ରଥମ ମ୍ୟାଚରେ ଗୌଡ଼ପାଲି ଧୁମାଭଟା ଦଳକୁ ହରାଇ ଏବଂ ଦ୍ବିତୀୟ ମ୍ୟାଚ ରେ ଗଡ଼ଭାଟି ବରିହାପାଲି ଦଳକୁ ହରାଇ କ୍ବାଟର ଫାଇନାଲ…

ଜଗଦଲପୁର ପୋଲିସ ର କଡା ପେଟ୍ରୋଲିଂ।

ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଓଡିଶା ଛତିଶଗଡ଼ ସୀମାନ୍ତରେ ଥିବା ଜଗଦଲପୁର ଥାନା ଅନ୍ତର୍ଗତ ଲଉଡିଧରା,ଧଉରାଭଟା ଚାରିଛକ ମାନଙ୍କ ରେ ପ୍ରତ୍ୟହ ପୋଲିସ ପକ୍ଷରୁ କଡାକଡି ପେଟ୍ରୋଲିଂ କରାଯାଇଛି।ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ସମ୍ଭାବ୍ୟ ହିଂସା କୁ ଏଡାଇବା ଓ ଭୋଟର…

ଭାରତ ବିଶ୍ୱଗୁରୁ ରହି ଆସିଛି: ରମେଶ ପୋଖରିଆଲ୍‍

କିଟରେ ପ୍ରଥମ ୱାର୍ଲ୍ଡ ଲିଡରସିପ୍‍ କନଭେନସନ ଭୁବନେଶ୍ୱର : ଭାରତ ବହୁ ପୂର୍ବରୁ ବିଶ୍ୱକୁ ନେତୃତ୍ୱ ଦେଇ ଆସୁଥିଲା ଏବଂ ଏକବିଂଶ ଶତାବ୍ଦୀରେ ଭାରତ ମଧ୍ୟ ବିଶ୍ୱର ନେତୃତ୍ୱ ନେବ ବୋଲି ପୂର୍ବତନ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ପୋଖରିଆଲ୍‍ ନିଶଙ୍କ କହିଛନ୍ତି । ଶନିବାର…

ଏକ ଦକ୍ଷ ଜିଲ୍ଲାପରିଷଦ ଗଠନ ପାଇଁ କଂଗ୍ରେସ ହିଁ ଏକ ମାତ୍ର ବିକଳ୍ପ- ନରସିଂହ

ଜୋନ ନଂ୩୩ ଜିଲ୍ଲା ପରିଷଦ ପ୍ରାର୍ଥି ତନୟା ବେହେରାଙ୍କ ପାଇଁ ପ୍ରଚାର କଲେ ନରସିଂହ ବଲାଙ୍ଗିର(ନିରୋଜ ମିଶ୍ର) - ଲୋକେ ଗତ ପାଞ୍ଚ ବର୍ଷ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ଦଳକୁ ବହୁ ପରିମାଣରେ ଭୋଟ ଦେଇ ବିଜୟୀ କରିଥିଲେ । ଆଶା କରିଥିଲେ ଆପଣଙ୍କ ଅଂଚଳର ବିକାଶ ହେବ । କିନ୍ତୁ ବିକାଶ ହେବା…

ଭୂମିଜଙ୍କ ଦୁନିଆରେ ଦିନେ

ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁର୍ :ଓଡ଼ିଶାର ଭୂମିଜ ଜନଜାତି ଭୁବନେଶ୍ୱର,(ଶାସକ ପ୍ରଶାସକ) : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଦର୍ଶକମାନଙ୍କ ନିମନ୍ତେ ଭର୍ଚୁଆଲ୍ ଟୁର୍ର ବ୍ୟବସ୍ଥା…