ଟିକିରି ଥାନା ଅଧିକାରୀ କାଶୀପୁର ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ।
କାଶୀପୁର ରୁ ବୈକୁଣ୍ଠ ଦୁରିଆ :କାଶୀପୁର ମେଡ଼ିକାଲ ପରିସରରେ ସ୍ଥାନୀୟ ସାମ୍ବାଦିକ ଙ୍କୁ ଟିକିରି ଥାନା ଅଧିକାରୀ ଙ୍କର ଦୁର୍ବ୍ୟବହାର ଅଭିଯୋଗ । ଅଭିଯୋଗ ର ସମାଧାନ ଓ ଆଗକୁ ସମନ୍ୱୟ ବଜାଇ ରଖିବାକୁ ରାୟଗଡା ଜିଲ୍ଲା ପୋଲିସ ଅଧିକ୍ଷକ ଙ୍କ ନିକଟରେ କାଶୀପୁର ସାମ୍ବାଦିକ ଙ୍କ ଦାବି । ସାରା…