କୁଟୁରା ଛୁଆକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଲା ବନ ବିଭାଗ
ଭଞ୍ଜନଗର/ନିଲୁ ବିଷୋୟୀ : ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜର ବାହାଡ଼ାପଦର ଗ୍ରାମରୁ ଶନିବାର ସକାଳ ସମୟରେ ଏକ କୁଟୁରା ଛୁଆ କୁ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ଛୁଆଟି ନିକଟସ୍ଥ ନଦୀ ପଠାରେ ବୁଲୁଥିବା ବେଳେ କିଛି କୁକୁର ତାକୁ ଗୋଡ଼ାଇ ଥିଲେ। ଫଳରେ ଗ୍ରାମର ଜଣଙ୍କ ଘରେ କୁଟୁରା…