କୋହଳ ହେଲା,ଏଥର ସାହାଣ ମେଲା : ବିନା କଟକଣାରେ କାଳିଆ ଦର୍ଶନ
ଆଉ ଦେଖାଇବାକୁ ପଡ଼ିବନି ଟୀକା ପ୍ରମାଣପତ୍ର
ପୁରୀ/ଅନିମେଶ ପଟ୍ଟନାୟକ : କୋଭିଡ -19 ମହାମାରୀ ହେତୁ ପ୍ରାୟ ଦୁଇ ବର୍ଷ ଧରି ଶ୍ରୀମନ୍ଦିରରେ ତିନି ଠାକୁରଙ୍କ ଦର୍ଶନ ଓ ଶ୍ରୀମନ୍ଦିରକୁ ପ୍ରବେଶ ନେଇ କଟକଣା ଜାରି ରହିଥିବା ବେଳେ ପ୍ରଥମ ଥର ପାଇଁ କଟକଣା ହଟିବାକୁ ଯାଉଛି | ଆସନ୍ତା ସୋମବାରଠାରୁ…