ବରଗଡ଼ ରେ ପୁଣି ମାଓବାଦୀ ଵ୍ୟାନର
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ , ପାଇକମାଲ ପଦ୍ମପୁର ରାସ୍ତା ରେ ଅବସ୍ଥିତ ମାଝିପାଲି ( ଭୁଲିଆବନ୍ଧ ) ମୁଖ୍ୟ ଛକ ଠାରୁ କିଛି ଦୂରରେ ଆଜି ସକାଳ ସମୟରେ କିଛି ସ୍ଥାନୀୟ ଲୋକେ ଏକ ଲାଲ ରଙ୍ଗର ମାଓ ଵ୍ୟାନର ଲାଗିଥିବା ଦେଖିବାକୁ ପାଇଥିଲେ । ଉକ୍ତ ବେନର ରେ ଗରିବ ଶ୍ରମିକ ମାନଙ୍କର ପାଇଁ…