ଲଉଡ଼ିଦରହା ରେ ଶ୍ରୀ ହନୁମାନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ l
ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡ଼ିଦରହା ପଞ୍ଚାୟତ ଲଉଡ଼ିଦରହା ଗ୍ରାମ ସ୍ଥିତ ମହିଳା ସମିତି ଛକ ନିକଟରେ ନୂତନ ଭାବେ ନିର୍ମିତ ହୋଇଥିବା ମହାପ୍ରଭୁ ଶ୍ରୀ ଶ୍ରୀ ହନୁମାନ ଙ୍କ ମନ୍ଦିର ର ପ୍ରତିଷ୍ଠା ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହେବା ସହିତ ହନୁମାନ…