ରାଜ୍ୟ ଦ୍ଵିତୀୟ ଦିନରେ ଗଣତି ହେଉଥିବା ୩୦୫ ଆସନରୁ ୮୦ ଟିର ଫଳ ଘୋଷିତ SPNEWS Feb 27, 2022 0 ୭୧ ଆସନରେ ବିଜେଡି ବିଜୟୀ , ୭ଟିରେ କଂଗ୍ରେସ ଓ ଦୁଇଟିରେ ବିଜେପି
ରାଜ୍ୟ ମତଗଣନା ଦ୍ଵିତୀୟ ପର୍ଯାୟରେ ପୁଣି ବିଜେଡି ସୋହେଲାର ରେକର୍ଡ଼ ବିଜୟ SPNEWS Feb 27, 2022 0 ମିତା ବିଶି 12 ହଜାର 482 ଭୋଟରେ ବିଜୟୀ ରାଜବୋଡାସମ୍ବର ରୁ ପୂର୍ଣ୍ଣିମା ରଣା ବିଜୟୀ ବରଗଡ଼ : ଗତକାଲି ପ୍ରଥମଦିନରେ ବରଗଡ଼ ଜିଲ୍ଲାରେ ୧୦-୨ ରେ ବାଜି ମାତ କରିଥିବା ବିଜେଡି ଆଜି ଗଣତି ଆରମ୍ଭରୁ ୧୧ଟି ଆସନରୁ ୯-୨ ରେ ଅଭିଯାନ ଜାରି ରଖିଥିଲା | ହେଲେ ଆଜି ଗଣତି ବେଳେ ସୋହେଲା…
ରାଜ୍ୟ ବାହୁଡ଼ିଲେ ଡକ୍ଟର ଯତୀଶମହାନ୍ତି : ପୁନଶ୍ଚ ଧରିଲେ ସମୃଦ୍ଧ ଓଡ଼ିଶା ଦଳର ମଙ୍ଗ SPNEWS Feb 27, 2022 0 ୨୦୨୪ ବିଧାନସଭା ନିର୍ବାଚନରେ ସମସ୍ତ ୧୪୭ ଆସନରେ ପ୍ରାର୍ଥୀ ଦେବ ଦଳ ପ୍ରତ୍ୟେକ ପରିବାରର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ରୋଜଗାରର ପ୍ରାଥମିକତା ପ୍ରତ୍ୟେକ ପରିବାର ପାଇଁ ସର୍ବନିମ୍ନ ୨୦ହଜାର ଟଙ୍କା ରୋଜଗାର ନିଶ୍ଚିତ କରାଇବା ପ୍ରତିଶ୍ରୁତି ଓଡ଼ିଶାର ୫୦ହଜାର ଗାଁ ଓ ସବୁ…
ରାଜନୀତି ବିଜେଡି ସୁନାମି ଜାରି : ବିରୋଧୀ ଉପରେ ପଢୁଛି ଭାରି SPNEWS Feb 27, 2022 0 ଦ୍ଵିତୀୟ ଦିନରେ ଗଣତି ହେଉଥିବା ୩୦୫ ଆସନରୁ ୨୭୧ରେ ଶଙ୍ଖ ଧ୍ୱନି ଜାରି ୧୬ ଟିରେ କଂଗ୍ରେସ ଆଉ ୧୫ ଟିରେ ବିଜେପି ହଜିଗଲାଣି ବୁଦ୍ଧି, ପରାଜୟର ବାହାନା ଖୋଜୁଛନ୍ତି ବିରୋଧୀ
ରାଜ୍ୟ ଅଙ୍ଗନୱାଡ଼ି କେନ୍ଦ୍ରରେ ପୋଲିଓ କାର୍ଯ୍ୟକ୍ରମ ଅନୁଷ୍ଠିତ SPNEWS Feb 27, 2022 0 କଲ୍ୟାଣସିଂହପୁର :ପ୍ରଦୀପ ଦଲାଇ/ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲା ସ୍ବାସ୍ଥ୍ୟ ସମିତି ରାୟଗଡ଼ା ସହଯୋଗରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଵୁଡ଼ାଗୁଡ଼ା ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ପୋଲିଓ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି…
ରାଜ୍ୟ କ-ଜୋନ ଜିଲା ପରିଷଦ ବିଜେଡି ସମର୍ଥିତ ପ୍ରାର୍ଥୀ ବି ୱାରା ପ୍ରସାଦ ରାଓ ବିଜୟୀ । SPNEWS Feb 27, 2022 0 କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ରାୟଗଡା ଜିଲା କଲ୍ୟାଣସିଂ ହପୁର (କ)ଜୋନ ରେ ଜିଲା ପରିଷଦ ବିଜେଡି ସମର୍ଥିତ ପ୍ରାର୍ଥୀ ବି ୱାରା ପ୍ରସାଦ ରାଓ କଂଗ୍ରେସ ସମର୍ଥୀତ ପ୍ରାର୍ଥୀ ଅଶ୍ୱିନୀ କୁମାର ମହାପାତ୍ର କୁ ୧୦୧୯ ଭୋଟରେ ହରାଇ ବିଜୟୀ ହୋଇଥିବା ବେଳେ ୭ଟି…
ରାଜ୍ୟ ନିର୍ବାଚନ ପରିଚାଳନା ରେ ସବୁ କ୍ଷେତ୍ରରେ ଫେଲ ମାରିଛି ପାଇକମାଲ ବ୍ଲକ ପ୍ରଶାସନ SPNEWS Feb 27, 2022 0 ବରଗଡ :- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ର ଆଜି ଦ୍ଵିତୀୟ ଦିବସ । ରାଜ୍ୟ ସାରା ପ୍ରତ୍ୟେକ ବ୍ଲକର ନିର୍ଦ୍ଧାରିତ ସ୍ଥାନରେ ଭୋଟ ଗଣତିର ବ୍ୟବସ୍ଥା କୁ ସୁଚାରୁ ରୁପେ ସମ୍ପାଦନ କରିବା ପାଇଁ ନିର୍ବାଚନ କମିଶନ , ଜିଲ୍ଲା ପ୍ରଶାସନର କଡା ନିର୍ଦେଶ ରହିଛି । ହେଲେ ଗତ ଷୋହଳ ତାରିଖ ଦିନ…
ରାଜ୍ୟ ମା ଭୁବନେଶ୍ଵରୀ କ୍ଲବ ଓ ଓଡ଼ିଶା ମୋ ପରିବାର ର ମିଳିତ ଆନୁକୁଲ୍ୟରେ ରକ୍ତଦାନ ଶିବିର SPNEWS Feb 27, 2022 0 ଭୁବନେଶ୍ଵର : ଆଜି ମା ଭୁବନେଶ୍ଵରୀ କ୍ଲବ ଓ ଓଡ଼ିଶା ମୋ ପରିବାର ର ମିଳିତ ଆନୁକୁଲ୍ୟରେ ସହିଦ ନଗର ଦୁର୍ଗା ମଣ୍ଡପ ପଡିଆ ନିକଟସ୍ଥ ମା ଭୁବନେଶ୍ଵରୀ କ୍ଲବ ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।ପୂର୍ବତନ କର୍ପୋରେଟର ତଥା ସମାଜସେବୀ ଶ୍ରୀ ଉମାନାଥ ମିଶ୍ର ଙ୍କ ନେତୃତ୍ବରେ ୬୪ ୟୁନିଟ ରକ୍ତ…
ରାଜ୍ୟ ପାର୍ଥିବ ଶରୀରକୁ ଗ୍ରାମକୁ ନେବାପାଇଁ ସହାୟତା କଲା ଓଡ଼ିଶା-ମୋ ପରିବାର SPNEWS Feb 27, 2022 0 ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲାର ହାଟମୁନିଗୁଡ଼ା ଗ୍ରାମର 42 ବର୍ଷିୟ ସୁରି ଗୁଲା ଗଛରୁ ଖସିପଡ଼ି ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥିତ ହାଇଟେକ୍ ମେଡ଼ିକାଲରେ ପ୍ରାୟ ଏକ ମାସ ହେବ ଚିକିତ୍ସିତ ହେଉଥିଲେ । ଦୁର୍ଭାଗ୍ୟବଶତଃ ଆଜି ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ସୁରିଙ୍କ…
ରାଜ୍ୟ ପରଟାରେ ପ୍ରଭୁ ଜଗନ୍ନାଥଙ୍କ ସ୍ୱରୂପ SPNEWS Feb 27, 2022 0 ଜଗତସିଂହପୁର// ସୁମନ୍ତ କୁମାର ଦାସ : ଜଗନ୍ନାଥଙ୍କୁ ନେଇ ଘଟିଯାଇଛି ଏକ ଅଲୌକିକ ଘଟଣା l ଜଗତସିଂହପୁର ଜିଲ୍ଲା ଦାରୁକ୍ଷେତ୍ର ରୂପେ ପରିଚିତ l ମହାପ୍ରଭୁ ୩ ଦାରୁ ଏହି ଜିଲ୍ଲାରୁ ଯାଇଥିଲା l ଯେଉଁଠି ଏବେ ଭିନ୍ନରୂପରେ ଲୋକଙ୍କୁ ଦେଖାଦେଉଛନ୍ତି l ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର…