ବୃଦ୍ଧି ପାଇବାରେ ଲାଗିଛି ଆମ୍ବଲିଓପିଆ (ଲେଜି ଆଇଜ୍‌) ଓ ବାଇନୋକୁଲାର ଦୃଷ୍ଟି ସମସ୍ୟା

ଇନୋଭେଟିଭ୍ ବାଇନୋକ୍‌ସ ସଫ୍‌ଟଓୟାର ପ୍ରୟୋଗରେ ଡା. ଅଗ୍ରୱାଲ୍‌ସ ଚକ୍ଷୁ ହସ୍‌ପିଟାଲରେ ହୋଇପାରିବ ଉପଚାର ପ୍ରାୟତଃ ୪% ପିଲାମାନେ ଆମ୍ବଲିଓପିଆ (ଲେଜି ଆଇଜ୍‌), ଏକ ଦୃଷ୍ଟି ସମ୍ପର୍କିତ ସମସ୍ୟାରେ ପୀଡ଼ିତ ଯାହାକି କମ୍ ବୟସର ପିଲାମାନଙ୍କୁ ପ୍ରଭାବିତ କରିଥାଏ । ବାଇନୋକ୍‌ସ…

ଦଳ ବିରୋଧି କାର୍ଯ୍ୟ ପାଇଁ ପ୍ରଣବ ଛୋଟରାୟଙ୍କୁ ନିଲମ୍ବନ କଲା ସମୃଦ୍ଧ ଓଡ଼ିଶା

ଭୁବନେଶ୍ୱର- ସମୃଦ୍ଧ ଓଡ଼ିଶା ଦଳର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସବ୍ କମିଟିର ଅଧ୍ୟକ୍ଷ ମନୋରଂଜନ ଦାସ ଦଳର ସମ୍ମାନ ହାନି ଓ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରୁଥିବା ଅଭିଯୋଗରେ ପ୍ରଣବ ଛୋଟରାୟଙ୍କୁ ନିଲମ୍ବନ କରାଯାଇଛି ବୋଲି ଏକ ପ୍ରେସ୍ ବିଜ୍ଞପ୍ତି ସମୃଦ୍ଧ ଓଡ଼ିଶା ଦଳ ତରଫରୁ ପ୍ରକାଶ ପାଇଛି…

ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉଚ୍ଚଶିକ୍ଷା ବିଭାଗ , ଭୁବନେଶ୍ବରଙ୍କ ନିର୍ଦ୍ଦେଶାନୁଯାୟୀ , ମହାବିଦ୍ୟାଳୟର ଛାତ୍ରୀମାନଙ୍କର ଜିଲ୍ଲାସ୍ତରୀୟ ଏକ ତାଲିମ ଶିବିର , ଭୁବନେଶ୍ବର ସ୍ଥିତ କରାଟେ ତାଲିମ କେନ୍ଦ୍ରରେ ତା ୦୩.୦୩.୨୦୨୨ ରିଖ ରୁ ତା ୦୯.୦୩.୨୦୨୨ ରିଖ ପର୍ଯ୍ୟନ୍ତ…

ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହେଲେ ସାଧାରଣ ସମ୍ପାଦକ

ଭୁବନେଶ୍ୱର : ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଛନ୍ତି ବିଜେଡି ନେତା ତଥା ସାଧାରଣ ସମ୍ପାଦକ( ସୁନ୍ଦରଗଡ) ଅଶୋକ ସାଏ | ବିଜୁ ଜନତାଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଶ୍ରୀ ସାଏଙ୍କୁ ଦଳରୁ ନିଲମ୍ବିତ ଯାଇଥିବା ଦଳର ସାଧାରଣ ସମ୍ପାଦକ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ…

ୟୁକ୍ରେନରେ ଫସି ରହିଥିବା ଓଡ଼ିଆ ଲୋକମାନଙ୍କ ପାଇଁ ରାଜ୍ୟ ବିଜେପିର ହେଲ୍ପ ଲାଇନ ଜାରୀ

ସହାୟତା ପାଇଁ (+୯୧)୬୭୪୨୩୯୩୯୫୫ ଏବଂ ହ୍ୱାଟ୍ସଆପ୍‌ ନମ୍ବର (+୯୧)୬୩୭୦୯୫୪୨୦୩ରେ ଯୋଗାଯୋଗ କରନ୍ତୁ:ସମୀର ମହାନ୍ତି ଭୁବନେଶ୍ୱର,: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରୀ ରହିଛି । ଏହି ଯୁଦ୍ଧ କାରଣରୁ ବହୁ ସଂଖ୍ୟାରେ ଓଡିଆଙ୍କ ସମେତ ଭାରତୀୟ ଛାତ୍ରଛାତ୍ରୀମାନେ ୟୁକ୍ରେନର ବିଭିନ୍ନ ସହରରେ…

ଏସର୍‍ ଏକ ସୁସ୍ଥ ବ୍ୟାକଟେରିଆ ମୁକ୍ତ ପରିବେଶ ପାଇଁ ପ୍ରଚଳନ କଲା ଓଜୋନ୍‍ ଆଣ୍ଟିବ୍ୟାକ୍‍ଟେରିଆଲ ସାନିଟାଇଜର

ଚାଓଜୋନେଟେଡ ଜଳର ଦୃଢ ବ୍ୟାକ୍‍ଟେରିଆ ନିରୋଧୀ କ୍ଷମତା ରହିଛି ଯାହାକୁ ହାତ, ପାତ୍ର, ଦୁଗ୍ଧ ବୋତଲ ଏବଂ ଖେଳନା ଧୋଇବାକୁ ବ୍ୟବହାର କରାଯାଇପାରିବ ଚା‘ଇନଷ୍ଟାଣ୍ଟ ଓଜୋନ ଜେନେରେସନ ଟେକ୍‍ନୋଲୋଜି’ ଓଜୋନ୍‍କୁ ତତ୍‍କ୍ଷଣାତ ଜଳରେ ଦ୍ରବୀଭୁତ କରିଦେବ, ଯାହା ଖାଦ୍ୟ ପୃଷ୍ଠଭାଗରୁ…

“ଶାନ୍ତି ଶୃଙ୍ଖଳାର ସହ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରକ୍ରିୟା ସମ୍ପନ୍ନ”

ଭୁବନେଶ୍ୱର : ସାରା ରାଜ୍ୟରେ ସମୁଦାୟ ୯୧୦୯୩ଟି ବୁଥ୍‌ରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି । ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ଚଳିତ ନିର୍ବାଚନରେ ରେକର୍ଡ ସଂଖ୍ୟକ ୭୮.୬୦% ଭୋଟର ନିଜର ମତଦାନ ସାବ୍ୟସ୍ତ କରିଥିଲେ । ଯାହାକି ପୂର୍ବବର୍ଷର…

ଇଣ୍ଡିଆ ପକ୍ଷରୁ ଦିବ୍ୟାଙ୍ଗ ମାନଙ୍କୁ ତିନି ଚକିଆ ସାଇକଲ ହୁଇଲ୍ ଚେୟାର ପ୍ରଦାନ ।

ବୁଗୁଡ଼ା : (ଡ଼. କୁମୁଦ ଚନ୍ଦ୍ର ବେହେରା ) ଇଣ୍ଡିଆ ସ୍ବେଚ୍ଛାସେବୀ ଅନୁଷ୍ଠାନ  ସଂସ୍ଥାର କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଦିନ   ପୋଲସରା ବ୍ଲକ ଓ ବୁଗୁଡ଼ା ବ୍ଲକ ର ସର୍ବ ମୋଟ 37 ଦିବ୍ୟାଙ୍ଗ ମାନଙ୍କୁ ତିନି ଚକିଆ ସାଇକେଲ ଏବଂ ହୁଇଲ୍ ଚେୟାର  ପ୍ରଦାନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ…

କୁହୁଣ୍ଡା ପଞ୍ଚାୟତରେ ସମିତିସଭ୍ୟ ପ୍ରାର୍ଥୀନୀ ସୁପ୍ରଭା ସାମଲଙ୍କ ବିଜୟ ପରେ ଗ୍ରାମବାସୀଙ୍କ ମହଲରେ ଆନନ୍ଦ ।

ମାହାଙ୍ଗା(ଦେବେନ୍ଦ୍ର ଷଢଙ୍ଗୀ) :- କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁହୁଣ୍ଡା ଗ୍ରାମ ପଞ୍ଚାୟତରୁ ଚଳିତ ତ୍ରି-ସ୍ତରୀୟ ପଂଚାୟତ ନିର୍ବାଚନରେ ସମିତିସଭ୍ୟା ପଦବୀ ପାଇଁ ଭୋଟ ଲଢୁଥିବା ସୁପ୍ରଭା ସାମଲ ସାମ୍ବାଦିକତାରୁ ଗାଁ' ରାଜନୀତି ପାଇଁ ସାଧାରଣ ଜନତାଙ୍କ ଆହ୍ୱାନ କ୍ରମେ…

ଜାତୀୟ ସ୍ତରୀୟ ଫୁଟବଲ ତାରକା ଏ. ନରେଶଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା ।

ଭଞ୍ଜନଗର,/ନିଲୁ ବିଷୋୟୀ : ଭଞ୍ଜନଗର ମରାଠୀ ସାହିର ଜାତୀୟ ସ୍ତରର ଖ୍ୟାତି ସମ୍ପର୍ଣ୍ଣ ଫୁଲବଲ ଖେଳାଳୀ ଏ. ନରେଶ(୩୪)ଙ୍କ ଅକାଳ ବିୟୋଗ ଗତ ଦେଢ଼ ବର୍ଷ ପୂର୍ବେ ହୋଇଥିଲେ ମଧ୍ୟ କୋଭିଡ଼ କଟକଣା ଯୋଗୁଁ କୌଣସି କାର୍ଯ୍ୟକ୍ରମ କରିବା ସମ୍ଭବପର ନଥିଲା।ତେଣୁ ବୁଧବାର ଭଞ୍ଜନଗର ସହରର ଆବାଳ ବୃଦ୍ଧ…