ଉଦ୍ଦେଶ୍ୟମୂଳକ ଇଡି ତଦନ୍ତକୁ ବିରୋଧ କରି ଜିଲ୍ଲା କଂଗ୍ରେସ କମିଟିର ପ୍ରତିବାଦ
ଆୟକର ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ
ରାୟଗଡରୁ ସରୋଜ କୁମାର ସାହୁ : ରାୟଗଡ ଜିଲ୍ଲା କଂଗ୍ରେସ କମିଟି କେନ୍ଦ୍ର ସରକାରଙ୍କ ଆକ୍ରେଶ ମୂଳକ ରାଜନୀତିକୁ ବିରୋଧ କରି ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ରାୟଗଡ ଆୟକର ଭବନ କାର୍ଯ୍ୟାଳୟ ସମ୍ମଖରେ କେନ୍ଦ୍ର ସରକାରଙ୍କ ଆକ୍ରୋଶମୂଳକ ରାଜନୀତି ଓ…