ସମ ଆଲଟିମେଟ ମେଡ଼ିକେଆର ରେ ଆରମ୍ଭ ହେବ କ୍ୟାଡ଼ଭର ପ୍ରତ୍ୟାରୋପଣ ସେବା
ଭୁବନେଶ୍ୱର: ମୃତ ବ୍ୟକ୍ତିଙ୍କ ଶରୀରରୁ ସଂଗୃହିତ କିଡ଼ନୀ ର ପ୍ରତ୍ୟାରୋପଣ ଅସୁସ୍ଥ ବ୍ୟକ୍ତିଙ୍କ ଶରୀରରେ କରାଯିବାର ପ୍ରକିୟା (କାଡାଭର ପ୍ରତ୍ୟାରୋପଣ) ଖୁବ ଶୀଘ୍ର ସମ ଆଲଟିମେଟ ମେଡ଼ିକେଆର ରେ ଆରମ୍ଭ କରାଯିବ । ସମମ ରେ ବିଶ୍ୱ କିଡ୍ନୀ ଦିବସ ପାଳନ ଅବସରରେ ଗୁରୁବାର ଏହା ହସ୍ପିଟାଲ ପକ୍ଷରୁ…