ଇଟାଭାଟି ଧୂଆଁ ଓ ଘର ନିକଟରେ ଗୋରୁ ଗାଇଙ୍କ ମଳ ମୂତ୍ର ଟାଙ୍କି ନେଇ ଅଭିଯୋଗ
ଜଗତସିଂହପୁର,/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ତହସିଲ ଅଧୀନ ଗୋପାଳପୁର (ଶଙ୍ଖେଶ୍ୱର) ବେହେଡ଼ପୁର ଗ୍ରାମର ଗୁରୁଚରଣ ପଟ୍ଟନାୟକ ଙ୍କ ଘର ନିକଟରେ ଇଟାଭାଟି ଓ ଗୋରୁଗାଇଙ୍କ ମଳମୂତ୍ର ଟାଙ୍କି ହୋଇଥିବା କାରଣରୁ ବିଭିନ୍ନ ରୋଗ ଜନିତ ସମସ୍ୟା ଉପୁଜୁଥିବାରୁ ଅଭିଯୋଗ କରିଛନ୍ତି l ଅଭିଯୋଗ ମୁତାବକ…