ଘୁ.ଉଦୟଗିରି ଠାରେ ଅନନ୍ଦ ଉଲହାସର ସହ ରଥଯାତ୍ରା ପାଳିତ.
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବଡ଼ ଦାଣ୍ଡରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ, ବଳଭଦ୍ରଙ୍କ ତାଳଧ୍ଵଜ ଏବଂ ମାତା ସୁଭଦ୍ରାଙ୍କ ଦେବଦଳନ ତିନି ରଥଙ୍କୁ ଉପସ୍ଥିତ ଭକ୍ତ ଏବଂ ଶ୍ରଦ୍ଧାଳୁ ମହାଆନନ୍ଦରେ ଟାଣି ଟାଣି ନେଇତାଙ୍କ ମାଉସୀମାଙ୍କ ମନ୍ଦିର…