ସାମାନ୍ୟ ବର୍ଷାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ସାଜିଲା କୃତ୍ରିମ ଜଳାଶୟ
ଭଦ୍ରକ (ସତ୍ୟବ୍ରତ ନାୟକ, ବ୍ଲକ ପ୍ରତିନିଧି): ସାମାନ୍ୟ ବର୍ଷାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି କୃତିମ ଜଳାଶୟ। ୪ଗୋଟି ଜିଲ୍ଲାରେ ଏକମାତ୍ର ଭରସା ଯୋଗ୍ୟ ସରକାରୀ ମେଡିକାଲ ହେଉଛି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ତେବେ ଏଠି ରୋଗୀ ପହଁଚିଲା ପରେ ନାହିଁ ନଥିବା…