ଜିଲ୍ଲାରେ ପାଠ ଛାଡିଥିବା କିଶୋରୀ ବାଳିକା ପୁନଃ ପଢିବେ ପାଠ
ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଙ୍କ ନିର୍ଦେଶ କ୍ରମେ ଜିଲ୍ଲରେ ବାଲ୍ୟ ବିବାହ ଓ କିଶୋରୀ ମାତୃତ୍ୱ କୁ ବନ୍ଦ କରିବା ଉଦେଶ୍ୟରେ ଜିଲ୍ଲାପ୍ରଶାସନ ତରଫରୁ ଜ଼ିଲ୍ଲାର ପ୍ରତ୍ୟେକ ସ୍ତରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି l ଏହି…